ଘର ନିର୍ମାଣ ପାଇଁ ସରକାରୀ ନଳ କୂପ ପୋତି ଦେଲେ
ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବାଳିକା ହାଇସ୍କୁଲ ସାମ୍ନାରେ ଥିବା ସରକାରୀ ନଳକୂପକୁ ପୋତି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ସରକାରଙ୍କ ପକ୍ଷରୁ ନଳକୂପ ଖନନ କରାଯାଇଥିଲା । ଏହି ନଳକୂପରୁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଟୋଇ ଏହି ନଳକୂପ ଉପରେ!-->…
Read More...
Read More...