Daily Archives

ଅଲାତରାଠାରେ ବିକାଶ ବାହାନ ରଥ କାର୍ଯ୍ୟକ୍ରମ

ମ. ରାମପୁର (ପି.କେ.ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ବିକାଶ ବାହାନ ତଥା "ବର୍ଷ ଏକ ଉପଲବ୍ଧି ଅନେକ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଲାତରାଠାରେ ସରପଞ୍ଚ ସସ୍ମିତା ନାଗ ଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁନ ୨୮ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଆଜି କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ
Read More...

ପହିଲି ରଜରେ ରକ୍ତପାତ : ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ

ନୟାଗଡ : ରଜରେ ସବୁଠି ଉତ୍ସାହ-ଆନନ୍ଦ । ସମସ୍ତେ ଏହି ଗଣପର୍ବକୁ ଧୁିମ୍‌ଧାମ୍‌ରେ ପାଳନ କରୁଛନ୍ତି । ହେଲେ ପହିଲି ରଜରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ବଚସାରୁ ରକ୍ତପାତ ହୋଇଛି । ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ମିଳିଥିବା
Read More...

ବିକାଶ ମେଳାରେ ସଂକଳ୍ପ ପରିବାର ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ବିକାଶ ମେଳା ତା ୧୨/ ୦୬ /୨୦୨୫ ରୁ ୨୧ / ୦୬ / ୨୦୨୫ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବରଗଡ଼ ଯଦୁମଣି ପ୍ରଧାନ ଅଡିଟେରୀୟମ ଠାରେ ଆୟୋଜିତ ହୋଇଯାଇଛି । ଦ୍ଵିତୀୟ ଦିବସରେ ବରଗଡ଼
Read More...

ବିଜେପିର ବୃତ୍ତିଗତ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା : କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଓ ସଫଳତା ଏକ କ୍ରାନ୍ତିକାରୀ ପରିବର୍ତ୍ତନ - ଶ୍ରୀ ଟୁଡୁ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରରେ ୧୧ ବର୍ଷ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ
Read More...

ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ବ୍ୟାପିଲା ଝାଡା ବାନ୍ତି : ୧୭ ଜଣଙ୍କୁ ପଦ୍ମପୁର ସ୍ଥାନାନ୍ତରିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୁଆପାଲି ଗ୍ରାମରେ ପ୍ରାୟ ୭୦ ଜଣ ଝାଡା ବାନ୍ତି ରୋଗରେ ପଡିଛନ୍ତି । ଝାଡା ବାନ୍ତି ଅଣାୟତ୍ତ ହେବାରୁ ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନରେ
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ଗଣ୍ଡାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର ୨୦୨୫ ବର୍ଷର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି । ଶ୍ରୀଜାର ବୟସ ୩ ବର୍ଷ ହେଲେ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବସିଲା ପରି ସେ ଅନେକ କ୍ଷେତ୍ରରେ
Read More...

ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ -୨୦୨୫ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମିନାର ହଲ ସୁବର୍ଣ୍ଣପୁରଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ଼ା. ପ୍ରଦୀପ କୁମାର ଗୁରୁଙ୍କ
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ କୃଷି ସଂସ୍କୃତିର ଏକ ଅନନ୍ୟ ନିଦର୍ଶନ ହେଉଛି ମହାନ ଗଣପର୍ବ ରଜ ମହୋତ୍ସବ । ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ସାର୍ବଜନୀନ ସ୍ତରରେ ସେକ୍ଟର ଦୁଇ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇଯାଇଛି । ମୁଖ୍ୟ
Read More...

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତାଙ୍କୁ ସମ୍ମାନିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ଓ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ବଳରାମ ଗୌଡ଼ଙ୍କ ଅବସର କାଳୀନ ସୃତି ଉଦ୍ଦେଶ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...