Daily Archives

ଡେଲାଙ୍ଗରେ ବିକାଶ ବାହାନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଡେଲାଙ୍ଗ ବ୍ଲକରେ ଗୁରୁବାର ସକାଳେ ବିକାଶ ବାହାନ ରଥର ଶୁଭାରମ୍ଭ କରାଯାଇଛି । ବ୍ଲକ ପରିସରରେ ରଥକୁ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା । ପରେ ଏହି ରଥ ସୁଜନପୁର, ଡେଲାଙ୍ଗ-କୋଠବାଡ଼, ବେରବୋଇ
Read More...