Daily Archives

ବୁଥ ସ୍ତରୀୟ ଅଧିକାରୀ ଓ ବୁଥ ସ୍ତରୀୟ ସୁପର ଭାଇଜର ତାଲିମ ପାଇଁ ମୟୁରଭଞ୍ଜରୁ ୯ଜଣ ମନୋନୀତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ସି ଇ ଓ, ଓଡିଶା, ନୂଆଦିଲ୍ଲୀର ଆଇ ଆଇ ଆଇ ଡି ଇ ଏମ ଠାରେ ତାଲିମ ନିମନ୍ତେ ଓଡିଶାର ବିଭିନ୍ନ ୫୦ଟି ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ବୁଥ ସ୍ତରୀୟ ଅଧିକାରୀ/ ବୁଥ ସ୍ତରୀୟ ସୁପରଭାଇଜରଙ୍କୁ ପ୍ରଥମ ବ୍ୟାଚରେ ମନୋନୀତ
Read More...

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ମହିଳା ଓ ବାଳବିକାଶ ବିଭାଗର ଚଳିତ ଜୁନ ମାସର ଆସନ୍ତା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମହନ୍ତଙ୍କ
Read More...

ସିଏସଆଇଆର-ଆଇଏମଏମଟି ପକ୍ଷରୁ ରେଡ୍ ମଡ୍ ରିପୋର୍ଟ ପ୍ରକାଶିତ

ବୁଝାମଣାପତ୍ର ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଗବେଷଣା ପାଇଁ ଶିଳ୍ପ-ଶିକ୍ଷା ସହଭାଗୀତାକୁ ବିସ୍ତାର କରାଯାଇଛି ଭୁବନେଶ୍ୱର, (ପିଆଇବି) : ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ପରିଷଦ - ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଦ୍ୱାରା ରେଡ୍ ମଡ୍ ରିପୋର୍ଟ
Read More...

୨୦୨୫ ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ମାଇଲଖୁଣ୍ଟ ନୁହେଁ, ଏହା ଏକ ବୈଶ୍ୱିକ ଆନ୍ଦୋଳନ : କେନ୍ଦ୍ର ଆୟୁଷ ମନ୍ତ୍ରୀ…

ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଐତିହାସିକ ଯୋଗ ଅଧିବେଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (IDY)
Read More...

ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ସଭା ଓ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଅନୁଷ୍ଠିତ କରିବାର ମୁଖ୍ୟ କାରଣ ଥିଲା ସରକାରୀ ପରିବହନ ବ୍ୟବସ୍ଥାରେ ବିନା ଶୁଳ୍କରେ ଛାତ୍ର ଛାତ୍ରୀମାନଙ୍କ
Read More...

ଆଇନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ସମୁଦ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମ ଓଡ଼ିଆରପି କଲୋନୀରେ ଆଇନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ସମୁଦ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ସି ଏଚ ପଦ୍ମିନୀଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳିତ ହୋଇଥିଲା । ଉକ୍ତ
Read More...

କେସିଙ୍ଗା କ୍ଷେତ୍ର ପରିଦର୍ଶନ କରିଲେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର : ଟ୍ରାଫିକ ସମସ୍ୟାକୁ ନେଇ ଚର୍ଚ୍ଚା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବାସୀଙ୍କ ବହୁତ ଦିନର ଦାବୀ ବାଇପାସ ନିର୍ମାଣକୁ ନେଇ ରାଜ୍ୟ ସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗ ଲକୋଙ୍କ ସହ ବୋରିଂପଦର ସ୍ଥିତ ହୋଟେଲ ସାଇ ବୃନ୍ଦାବନ ଇନରେ ଆଲୋଚନା କରିଛନ୍ତି । ବାଇପାସ ନିର୍ମାଣ ନେଇ ସ୍ଥାନ ପରିଦର୍ଶନ
Read More...

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଲା : ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି । ଏନେଇ ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ
Read More...

ନୃସିଂହନାଥ ପୀଠରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା
Read More...