Daily Archives

ଅହମ୍ମଦାବାଦରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ସମୀକ୍ଷା ବୈଠକ ନୂଆଦିଲ୍ଲୀ, (ପିଆଇବି) : ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଗସ୍ତ କରିଛନ୍ତି । ପ୍ରଭାବିତ ପରିବାରଙ୍କ ପ୍ରତି ସବୁପ୍ରକାର ସମର୍ଥନ ଜଣାଇ ଶ୍ରୀ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୧୨ ଯାତ୍ରୀ ଆହତ

ମୋହନା : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଅଟୋ । ଫଳରେ ଅଟୋରେ ଥିବା ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁପଦା ଘାଟିରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ରାସନ ଚାଉଳ ଆଣିବା ପାଇଁ ଟାଙ୍ଗିଲିପଦର ଗାଁରୁ ଏକ ଅଟୋରେ ପ୍ରାୟ ୧୫ ଜଣ ଗୋବିନ୍ଦପୁର
Read More...

ନଅଗାଁ(ଖ)ଓ ଝରନିପାଲି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ଆଗଲପୁର, (ବିମଳେନ୍ଦୁ ସାହୁ): ବ୍ଲକ ନଅଗାଁ (ଖ) ଏବଂ ଝରନିପାଲିଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ କୃଷି ଅଧିକାରୀ ଦେବପ୍ରିୟ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା
Read More...

ଦେଓଗାଁ ବନାଞ୍ଚଳରେ ହାତୀପଲ

ଦେଓଗାଁ : ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ହାତିସରା ଓ ନାଇକେନରାଠାରେ ୧୩ ଟିକିଆ ହାତୀପଲ ଥିବା ବନ ବିଭାଗ ସୂଚନା ଦେଇଛି । ଫଳରେ ଅଞ୍ଚଳର ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ରେଞ୍ଜର ଯୁଧିଷ୍ଠିର ଜାଲ ସୂଚନା ଦେଇଛନ୍ତି ।
Read More...

ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଜଳିଗଲା ଲୌହ ଖଣି ବୋଝେଇ ଟ୍ରେଲର । ଡ୍ରାଇଭର ଓ ହେଲପର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ, କୋଇଡା ଖଣି ସେକ୍ଟରରୁ ଖଣି ନେଇ ଟ୍ରେଲରଟି ବାହାର
Read More...

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବେଲଗାଁ ସେକ୍ସନ କେଛୋମୁହାଁଣ ଗାଁର ଚାଷ ଜମି ଉପରେ ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କର୍ଣ୍ଣପାତ କରୁନଥିବା ଚାଷୀମାନେ ଅଭିଯୋଗ
Read More...

୫ ବାଲି ବୋଝେଇ ହାଇୱା ଜବତ : ୩ ଚାଳକ ଅଟକ

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲା ଛକ ନିକଟରୁ ୫ଟି ବେଆଇନ ବାଲି ବୋଝେଇ ହାଇୱାକୁ ସୋର ତହସିଲଦାର ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକକୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । ସୂଚନା ମୁତାବକ, ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ
Read More...

ଓଡ଼ିଶାରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଲୋକସେବାର…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ• ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଆମ ସରକାରର ମୂଳ ମନ୍ତ୍ର ହୋଇଛି• ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି•
Read More...

ରଥଯାତ୍ରାରେ ରେଳବାଇ ଜ୍ୟାକ୍ର ବ୍ୟବହାର ଏକ ଦିବ୍ୟ ସଂଯୋଗ

ଭୁବନେଶ୍ୱର, (ପିଆଇବି) : ରଥଯାତ୍ରାରେ ରେଳବାଇଜ୍ୟାକ ଗୁଡ଼ିକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ । ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ମିଟର ଦୂରରେ ରଥଗୁଡ଼ିକ ନିର୍ମିତହୋଇଥାଏ । ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ
Read More...

ଗୁରୁତ୍ୱ ପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ସିଙ୍ଗାରେନିର ପ୍ରଥମ ପଦକ୍ଷେପ
ଏକ ପ୍ରମୁଖ ଜାତୀୟ ଗବେଷଣା ପ୍ରତିଷ୍ଠାନ

ସିଏସଆଇଆର– ଆଇଏମଏମଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ନୂଆଦିଲ୍ଲୀ, (ପିଆଇବି) : ସିଙ୍ଗାରେନି କୋଲିୟାରିଜ୍କମ୍ପାନୀଲିମିଟେଡ୍ (ଏସସିସିଏଲ୍) ଏକ ପ୍ରମୁଖ ଜାତୀୟ ସ୍ତରୀୟ ଗବେଷଣା ସଂଗଠନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)- ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତି ବିଦ୍ୟା
Read More...