ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର : ହତ୍ୟା ସନ୍ଦେହ
ରାଉରକେଲା : ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସେକ୍ଟର-୧୭ ସ୍ଥିତ ହୋମ୍ ଆଣ୍ଡ ହୋପ୍ କାର୍ଯ୍ୟାଳୟ ପଛପାର୍ଶ୍ୱ ଜଙ୍ଗଲରୁ ଏକ ଦରପୋଡ଼ା ଶବ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଜୋନାଲ ଡିଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ!-->…
Read More...
Read More...