Daily Archives

ବ୍ରାହ୍ମଣୀ ପାହାଡ଼ରେ ଶ୍ରାବଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ଗୁରୁବାର ଦିନ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିଶିରା ପଞ୍ଚାୟତର ଖରାଲି ନିକଟସ୍ଥ ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମୁରଲୀଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ସଭାପତି ହଂସରାଜ ଜୈନଙ୍କ ଅଧ୍ୟକ୍ଷତା ଓ ସ୍ୱାମୀ ମୁରଲୀଧରାନନ୍ଦଙ୍କ
Read More...

ଚଳକୀ ଓ ବାନ୍ଦୁପଲା ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଓ ବାନ୍ଦୁପଲା ଗ୍ରାମ ପଞ୍ଚାୟତସ୍ତରୀୟ 'ସେବା ଓ ବିକାଶ ବାହାନ ଯାତ୍ରା' ଉପରେ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ
Read More...

ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶ ବାହନ”ର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଓଡ଼ିଶାରେ ଆରମ୍ଭ କରାଯାଇଛି "ବିକାଶ ବାହନ" । ପାଇକମାଲ ବ୍ଲକରେ ଆଜି ଶୁଭାରମ୍ଭ ହୋଇଛି । ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ତତ୍ତ୍ଵାବଧାନରେ
Read More...

ନୃସିଂହନାଥରେ କବିର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ପରିସରରେ ୧୨୭ତମ ସତଗୁରୁ କବୀର ସାହେବଙ୍କ ପ୍ରକଟ ଉତ୍ସବ କବୀର ପିଠଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୋଭାଯାତ୍ରା ଏବଂ ତୁଳସୀ କେ ଫୁଲ(ପଣ୍ଡୱାନି) କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଘରୋଇ ବସ୍‌ର ଜୁଲୁମ୍ ଅଭିଯୋଗ ନେଇ ବଲାଙ୍ଗିର ଆର୍‌ଟିଓଙ୍କୁ ଓଡ଼ିଶା ପତ୍ରକାର ସଂଘରର ଦାବୀ ପତ୍ର

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରୁ ସଂଯୋଗ କରୁଥିବା ସହରମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି, ଟିଟିଲାଗଡ଼, ଲୋଇସିଂହା, ପାଟଣାଗଡ଼ ଏଵଂ ଅନେକ ସ୍ଥାନରୁ ବସ୍ ରେ ଲୋକେ ଯିବା ଆସିବା କରୁଛନ୍ତି, ନିତି ପ୍ରତିଦିନ ଘରୋଇ ବସ୍‌ର ଜୁଲୁମ୍ ସହିବାକୁ ପଡୁଥିବା ଅଭିଯୋଗ ହୋଇଛି ।
Read More...

ଓଡ଼ିଶାରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଗଡିଲା ବିକାଶ ବାହାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୦୨୪ରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଲା ବିଜେପି ସରକାର । ତେବେ ଓଡିଶାରେ ଲୋକଙ୍କ ସରକାର ତଥା ମୋହନ ମାଝୀଙ୍କ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କଣ କଣ ଉପଲବ୍ଧି ହାସଲ କରି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛି ସେନେଇ ରାଜ୍ୟ ବ୍ୟାପୀ ସବୁ
Read More...

ସୁନ୍ଦରଗଡଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁନ୍ଦରଗଡଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ବିକାଶ ମେଳା । ସ୍ଥାନୀୟ ଯତରା ପଡିଆଠାରେ ଆୟୋଜିତ ବିକାଶ ମେଳାକୁ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ ମୁଖ୍ୟ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡିଲା ବିକାଶ ବାହନ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୨ ଜୁନ୍ ୨୦୨୪: ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବିକାଶ ବାହନର ଶୁଭାରମ୍ଭ କରାଯାଇଛି । ଏହି
Read More...

ଇନ୍‌ଟ୍ରା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରେଡ କମବାଇନ୍‌ କଣ୍ଟାବାଞ୍ଜି ବିଜେତା ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ମିଳିତ ଆନୁକଲ୍ୟରେ ଚାଲିଥିବା ଇନ୍‌ଟ୍ରା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ଟି ରେଡ଼ କମବାଇନ୍‌ ଦଳ ଓ
Read More...

ହମିରପୁରରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏକ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାମ୍ପରେ ଆରଆଇ ଦୀପମାଲା
Read More...