ବରଗଡ଼ର ହୋଟେଲ ଶ୍ରୀୟାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ର ହୋଟେଲ ଶ୍ରୀୟାରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର କଲା ଟାଉନ ପୋଲିସ । ମଙ୍ଗଳବାର ସକାଲ ୯ଟା ସମୟରେ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ । ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ବୁଡ଼ି ସିଣ୍ଡୋଲ ଗ୍ରାମର ୨୧ ବର୍ଷୀୟ ଯୁବକ ରୁଜୁ ସେଠ୍ ବୋଲି ଜଣାପଡିଛି!-->…
Read More...
Read More...