ବିଜେପି ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ବିୟୋଗରେ ବିଜେପିର ଶୋକ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ସୁଦାମା ଶର୍ମାଙ୍କ ୮୪ ବର୍ଷ ବୟସରେ ଗତକାଲି ମଧ୍ୟ ରାତ୍ରୀରେ ତାଙ୍କ ବୀରମିତ୍ରପୁର, ଦୀନଦୟାଲ ଉପାଧ୍ୟାୟ ସଡକସ୍ଥ ବାସଭବନରେ ପରଲୋକ ଗମନ କରିଥିବା ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ସ୍ୱର୍ଗତ ଶର୍ମା!-->…
Read More...
Read More...