Daily Archives

ହାଇଓ୍ୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ : ଗାଁ ଲୋକଙ୍କ ରାସ୍ତା ଅବରୋଧ

ବାଙ୍କୀ : ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢଂସର ଗ୍ରାମର ଶୂନ୍ୟ ମଠ ପୋଖରୀ ନିକଟରେ ଦୁର୍ଘଟଣା । ବାଲି ବୋଝେଇ ହାଇଓ୍ୱା ଧକ୍କାରେ ଯୁବକ ମୃତ । ଦୁର୍ଘଟଣାରେ ମୃତ ଯୁବକଙ୍କ ନାମ ଭୀମ ପ୍ରଧାନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ଭୋଟ ସମୟରେ ଭୀମ ଶୌଚ ହେବାକୁ ଗାଁ ନିକଟସ୍ଥ
Read More...

ବାଇକକୁ ପିଟିଲା ଚାରି ଚକିଆ ଯାନ : ବାଇକ ଆରୋହୀ ଗୁରୁତର

ଚୁଡ଼ାପାଲି : ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ପୋଲ ଉପରେ ଏକ ବାଇକକୁ ଗୋଟିଏ ଚାରି ଚକିଆ ଯାନ ସାମ୍ନା ପଟରୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ହୋଇଛି । ଗୁରୁତର ଆହତ ଜଣକ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଜିରାଟମାଲ ଗ୍ରାମର ଅକ୍ଷୟ ମହାକୁର(୩୦) । ସୂଚନା ଅନୁସାରେ ବାଇକ୍ ଆରୋହୀ
Read More...

ଭାରତରେ ଇଲେକ୍ଟ୍ରିକ୍ ଯାତ୍ରୀବାହୀ କାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ଲାଗି ସରକାରଙ୍କ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ, (ପିଆଇବି) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱରେ ଭାରତ ସରକାର ଘରୋଇ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନାକୁ ମଞ୍ଜୁର କରିଛନ୍ତି, ଯେଉଁଥିରେ ବିଶେଷ ଭାବରେ ବୈଦ୍ୟୁତିକ ଯାନବାହନ (ଇଭି) ଉପରେ ଧ୍ୟାନ
Read More...

ନୂଆଦିଲ୍ଲୀରେ ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ମୋଦୀ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନା ପିଏସିଏସରେ ଆୟ ଏବଂ ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବପିଏସିଏସକୁ ଋଣ ସୁବିଧାର ସମ୍ପ୍ରସାରଣ କରାଯିବା ଉଚିତ ଏବଂ ଏହି ଯୋଜନାରେ ପିଏସିଏସର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରାଯିବା ଆବଶ୍ୟକଏଫସିଆଇ, ଏନସିସିଏଫ୍,
Read More...

ଆଇଏଟିଏର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି…

ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର: ପ୍ରଧାନମନ୍ତ୍ରୀଉଡାନ୍ ଯୋଜନାର ସଫଳତା ଭାରତୀୟ ବେସାମରିକ ବିମାନ ଚଳାଚଳରେ ଏକ ସୁବର୍ଣ୍ଣ ଅଧ୍ୟାୟ: ପ୍ରଧାନମନ୍ତ୍ରୀବିଶ୍ୱର ଅଗ୍ରଣୀ ବିମାନ କମ୍ପାନୀଗୁଡ଼ିକ ପାଇଁ, ଭାରତରେ ନିବେଶ ନିମନ୍ତେ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ
Read More...

ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା (ସରବତ) ଥଣ୍ଡା ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗ୍ରୀଷ୍ମର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଶୀତଳ ଷଷ୍ଠୀ ମହୋତ୍ସବ ଦର୍ଶନ କରିବା ପାଇଁ ଆସିଥିଲେ । ଶୀତଳ ଷଷ୍ଠୀ ମହୋତ୍ସବ ପାଳନ ଅବସରରେ ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ପାଇଁ ବଲାଙ୍ଗିର ଅବସ୍ଥିତ ଜେ ଏସ୍ ଏମ୍ କଳା,
Read More...

ରୋଜିତାଙ୍କୁ ସମ୍ବର୍ଦ୍ଧିତ କଲେ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସି ସି ଆର୍ ଟି ତରଫରୁ ୨୦୨୨-୨୩ ନୁତ୍ୟ ଯୁବ କଳାକାର ମେଧାବୃତ୍ତିରେ କୃତିତ୍ୱ ଅର୍ଜନ କରିଛନ୍ତି ଯୁବ କଳାକାର ରୋଜିତା ବାଗ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଶୈଳଶ୍ରୀ ପେଲେସରେ ଠାରେ ବିଧାୟକ କଳିକେଶ ନାରାୟଣ ସିଂହଦଓଙ୍କ
Read More...

ଆମର ଗର୍ବ ଆମର ସଂସ୍କୃତି, ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତର ସାଂସ୍କୃତିକ ଯାତ୍ରା ଏକ ରଙ୍ଗୋଲି ପରି ବିକଶିତ ହୋଇଛି । ହମ୍ପିର କାଳଜୟୀ ମନ୍ଦିରଠାରୁ ଶାସ୍ତ୍ରୀୟ ସଙ୍ଗୀତ ଏବଂ ନୃତ୍ୟର ଜୀବନ୍ତ ପରମ୍ପରା ପର୍ଯ୍ୟନ୍ତ, ସରକାର ସମସ୍ତ ଐତିହ୍ୟକୁ ନୂତନ
Read More...