ବିନା ଫାଟକ ବନ୍ଦରେ ଚାଲିଲା ଦୁର୍ଗ ପୁରୀ ଇଣ୍ଟର ସିଟି ଟ୍ରେନ୍ : ବିପଦରେ ଜନସାଧାରଣ ଉଚିତ ତଦନ୍ତ ପାଇଁ ଦାବି
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ବଙ୍ଗୋମୁଣ୍ଡା ରେଲୱେ ଫାଟକରେ ରବିବାର ସନ୍ଧ୍ୟାରେ ବିନା ଗେଟ୍ ବନ୍ଦରେ ଚାଲିଲା ଦୁର୍ଗ ପୁରୀଇଣ୍ଟର ସିଟି ଏକ୍ସପ୍ରେସ । ବିପଦରେ ଜନସାଧାରଣ ଭୟଭୀତ ଜନତା । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୮.୨୨ମିନିଟ୍!-->…
Read More...
Read More...