ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
ସାଲେଭଟା : ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଆଦିତ୍ୟ ନାଏକଙ୍କ ୨୩ ବର୍ଷୀୟ ପୁଅ ସଞ୍ଜିବ ନାଏକ ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗୁରୁବାର ଡୁଡୁକାରେ ଝଡ଼ ତୋଫାନ!-->…
Read More...
Read More...