Monthly Archives

May 2025

ଭାରତୀୟ ଜନତାପାର୍ଟି ବଲାଙ୍ଗିର ତରଫରୁ ପଥରଚେପା ବିଜେପି କାର୍ଯ୍ୟାଳୟଠାରେ ଆଜି ପୁଣ୍ୟ ଶ୍ଲୋକ ରାଣୀ ଅହଲ୍ୟାବାଇ…

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ବିଜେପି ତରଫରୁ ଜିଲ୍ଲା ସ୍ତରୀୟ କର୍ମଶାଳା ମଧ୍ୟ୍ୟ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ।
Read More...

ସି ଆଇ ଟି ୟୁର ୫୬ତମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର ( ସି ଆଇ ଟି ୟୁ)ର ୫୬ ତମ ପ୍ରତିଷ୍ଠା ଦିବସ ଆଜି ରାଉରକେଲା ସ୍ଥିତ ସେକ୍ଟର ୧୬ ଶ୍ରମିକ ଭବନ, ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁନିୟନର ପତାକାକୁ ଉତ୍ତୋଳନ କରିଥିଲେ
Read More...

ଓରମାସ ତରଫରୁ ମୟୁରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ର ଶୁଭାରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଗ୍ରାମାଞ୍ଚଳ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରକାର ଉନ୍ନତ କ୍ୱାଲିଟିର ତଟକା ସ୍ୱାଦିଷ୍ଟ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ଉଦେଶ୍ୟରେ ଆଜି ଓରମାସ ତରଫରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟସ୍ଥ
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ସମିତିର ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଦଭାବନା ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ସଂଗୀତ ଶିଳ୍ପୀ ସମାଜର ମାସିକ ସଂଗୀତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ମାସିକ ସଂଗୀତ ସଂଧ୍ୟା ଶୃଙ୍ଖଳାରେ ଏହି ମାସର ସଂଗୀତ ସନ୍ଧ୍ୟା ସଭାପତି ଶରତ ଧଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସାରନା ନବ ଯୁବକ ସଂଘର ସଭାପତି ତଥା ସଂଗୀତ ଶିଳ୍ପୀ ସୁଶୀଲ କମାର ଲାକ୍ରା ଓ ପ୍ରତିଷ୍ଠିତ ନାଟ୍ୟ
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରି କ୍ଲବ ଅଫ ରାଉରକେଲା ଆନୁକୂଲ୍ୟରେ ପ୍ରଧାନପଲୀ ସ୍ଥିତ ବାଳସୁଧାର ଗୃହରେ ଅନ୍ତେବାସୀମାନଙ୍କ ପାଇଁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର
Read More...

ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ନୃତ୍ୟାନୁଷ୍ଠାନ ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ପୁଷ୍ପା ମିଶ୍ରଙ୍କ ପ୍ରତ୍ୟକ୍ଷ
Read More...

ସ୍ମୃତିର ଓଡିଶା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ତରଫରୁ ଡ଼କ୍ଟର ରଜନୀକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ପୁରୀର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ
Read More...

ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ : ଉଦ୍ଧାର ପାଇଁ ଓଡ଼ିଶାରୁ ଗଲା ସ୍ଵତନ୍ତ୍ର…

ବ୍ୟାସନଗର : ସିକ୍କିମ ଦୁର୍ଘଟଣାରେ ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ନିଖୋଜ ଅଛନ୍ତି । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି । ପାହାଡ଼ ଉପରୁ ଗାଡି ଖସିଥିବା ଗାଡ଼ିରୁ ୨ଜଣ ଛିଟିକି ପଡିଥିବା ବେଳେ ଏବେବି ୪ଜଣଙ୍କ
Read More...

ରାସ୍ତାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ : ୮ ଆହତ

ଉଲୁଣ୍ଡା : ଘରର ରାସ୍ତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ମାରପିଟ୍‌ରେ ଉଭୟ ପରବାରର ୮ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରୁଣାକର ମେହେର, ଲକ୍ଷ୍ମୀଧର ମେହେର, ରାମା ମେହେର, ସବିତା ମେହେର, ସତ୍ୟ ମେହେର, ଗନଶ ମେହେର, ରମେଶ ମେହେର ଏବଂ ମଧୁ ମେହେର । ସୁବର୍ଣ୍ଣପୁର
Read More...