Monthly Archives

May 2025

ପୁରୁଷ ବନ୍ଧୁଙ୍କ ସହ ମିଶି ମା’ଙ୍କୁ ହତ୍ୟା କଲା ନାବାଳିକା : ୩ ଗିରଫ

ପାରଳାଖେମୁଣ୍ଡି : ସ୍ଥାନୀୟ ତେଲିଶୁଣ୍ଡି ସାହିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଏକ ନାବାଳିକା (୧୩ବର୍ଷର ପୋଷ୍ୟ) ଝିଅ ମା’କୁ ହତ୍ୟା କରିଥିବା ଘଟଣା ନଜରକୁ ଆସିଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଏ ନେଇ ଗଜପତି ପୋଲିସ୍ ପକ୍ଷରୁ ପ୍ରେସମିଟ କରି ତଥ୍ୟ ପ୍ରଦାନ କରାଯାଇଛି
Read More...

କାଳ ବୈଶାଖୀ ପ୍ରଭାବରେ ଘର ଉପରେ ପଡିଲା ଗଛ : ଅଳ୍ପକେ ବର୍ତିଲେ ପରିବାର

ନୂଆପଡ଼ା, (କେପିଏନ୍‌ଏସ୍‌) : ଅଦିନିଆ ବର୍ଷା ଯୋଗୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମର କୁମୁଦ ସାଙ୍କ ଘର ଉପରେ ଗଛ ପଡି ଥିବାବେଳେ ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟ ବେଲେ ଅଦିନିଆ ବର୍ଷା ପବନର କାଳ ବୈଶାଖୀ ତାଣ୍ତବ
Read More...

ସିନାପାଲିରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସିନାପାଲି ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ, ରାଜନେତା, ଜନପ୍ରତିନିଧି, ସଚେତନ
Read More...

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲରେ ବୃତ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ବର୍ତ୍ତମାନ
Read More...

ଗୁଳୁଗୁଳିରୁ ମିଳିବ ତ୍ରାହି : ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି

ଭୂବନେଶ୍ୱର : ଅସହ୍ୟ ଗୁଳୁଗୁଳିରୁ ମିଳିବ ତ୍ରାହି । ଆସନ୍ତା ଦୁଇ ତିନି ଘଣ୍ଟା ଭିତରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ପବନ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ
Read More...

ଗୋଟିଏ ଦିନରେ ବଜ୍ରାଘାତରେ ୭ ମୃତ : ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ

କୋରାପୁଟ : ବଜ୍ରପାତ ନେଲା ୭ ଜୀବନ । କେବଳ ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଦିନ ଦ୍ୱିପ୍ରହର ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି
Read More...

ବଲାଙ୍ଗିର ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ପାଇଁ ୫ ବର୍ଷରେ କାଟି ଦେଲେ ୧୫ ହଜାର ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସମସ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଥିଲା ଧାଡି ଧାଡି ପୁରାତନ ଗଛ । ଗଛ ଛାଇର ଶୀତଳ ସ୍ପର୍ଶରେ ବାଟୋଇ ଆନନ୍ଦିତ ହେଉଥିଲେ । ଜିଲ୍ଲାର ରାସ୍ତାମାନଙ୍କରେ ଯାତ୍ରା କରିବା ଅନୁଭୂତି ଅତ୍ୟନ୍ତ ମନୋମୁଗ୍ଦକର ଥିଲା । କିନ୍ତୁ ଏହା ବର୍ତ୍ତମାନ
Read More...

ସରକାରୀ ଜାଗାରେ ଗଢ଼ି ଉଠିଥିଲା ବେଆଇନ ସତସଙ୍ଗ କେନ୍ଦ୍ର : ବୁଲିଲା ବୁଲଡୋଜର

ଢେଙ୍କାନାଳ : ସରକାରୀ ଜାଗାରେ ଗଢ଼ି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ପାହାଡ଼ ଉପରେ ଗଢ଼ି ଉଠିଥିଲା ବେଆଇନ ସତସଙ୍ଗ କେନ୍ଦ୍ର‌‌‌ । ଦୀର୍ଘ ବର୍ଷ ଧରି ଏଠାରେ ତାଳବରକୋଟ ସମେତ ଆଖପାଖ ଅଞ୍ଚଳର ଠାକୁର ଅନୁକୁଳ ଚନ୍ଦ୍ରଙ୍କ
Read More...

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ : ଯାତ୍ରା ଦେଖିବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ

ସୋରଡ଼ା : ସୋରଡାକୁ ମେରୁ ଯାତ୍ରା ଦେଖିବାକୁ ଆସି ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଯୁବକ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କ ମୃତ୍ୟୁ ଘଟିଛି । ମୃତକ ନୂଆଁ ଖିଲାବାଡି ଗ୍ରାମର ସୁବାଷ ନାୟକ ବୋଲି ଜଣାପଡ଼ିଛି । ସୋରଡା ପୁଲିସ ଶବ ଜବତ କରି ଭଞ୍ଜନଗର ମେଡିକାଲକୁ
Read More...

କଲମପୁର ଷ୍ଟେଟ ବ୍ୟାଙ୍କରେ ମହିଳା ଗୋଷ୍ଠୀଙ୍କ ଟଙ୍କା ହେରଫେର ଘଟଣା

ତଦନ୍ତ ପାଇଁ ପହଞ୍ଚିଲେ ଆଞ୍ଚଳିକ ପରିଚାଳକ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବରଗାଁର କେତେକ ମହିଳା ଗୋଷ୍ଠୀଙ୍କ ଟଙ୍କା ହେରଫେର ହୋଇଥିବା ସମ୍ପର୍କରେ କଲମପୁର ପୁଲିସର ଦ୍ୱାରସ୍ଥ ହୋଇଥିଲେ ଗୋଷ୍ଠୀର ମହିଳାମାନେ । ପରବର୍ତ୍ତୀ ସମୟରେ
Read More...