Monthly Archives

May 2025

ମାତୃଭାଷା ଓ ମଣିଷକୁ ହୃଦୟରୁ ଭଲ ପାଉଥିଲେ ହୃଦମଣି

ସମ୍ବଲପୁରୀ ସାହିତ୍ୟ ପରିଷଦ ତରଫରୁ ହୃଦମଣି ଜୟନ୍ତୀ ପାଳିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ରୋତର ପ୍ରତିକୂଳରେ ଅଗ୍ରଗତି କରି ପାରୁଥିବା ମଣିଷ ହିଁ ଶୀର୍ଷକୁ ଛୁଇଁପାରେ । ଏଥିପାଇଁ ଅଦମ୍ୟ ଇଛାଶକ୍ତି ସହ ଦୃଢମନା ହେବାକୁ ପଡିଥାଏ । ଏମିତି ଏକ ସଶକ୍ତ ଅଥଚ ସରଳ ବ୍ୟକ୍ତିତ୍ୱର
Read More...

ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁରେ ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ବିଜୟ କୁମାର ମହାନ୍ତିଙ୍କ ଦ୍ଵାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା । ଏଥିରେ ତାଙ୍କ ପରିବାର ଆତ୍ମୀୟ ସ୍ୱଜନ, ପୁରାତନ ଛାତ୍ର
Read More...

ବ୍ରଜପାତରେ ମୃତ୍ୟୁବରଣ ବାଳକ ପାଖକୁ ପହଞ୍ଚିଲେ ବ୍ଲକ ଶିକ୍ଷା ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ

ଗାଁରେ ଶୋକାକୁଳ ପରିବେଶ ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ପୁରେନା ଗ୍ରାମରେ ଗତ କାଲି ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତ ହୋଇ ଜଣେ ନାବାଳକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ସେମାନେ ହେଲେ ରଞ୍ଜିତ
Read More...

ଅସ୍ଥିର ବିଶ୍ୱରେ ଭାରତର ଉତ୍ଥାନ ଜାତିସଂଘ ରିପୋର୍ଟରେ ୬.୩ ପ୍ରତିଶତ ଜି.ଡି.ପି. ହାର ସହ ଭାରତକୁ ମିଳିଲା ସବୁଠାରୁ…

ଦୃଢ଼ ଘରୋଇ ଚାହିଦା ଓ ନିରନ୍ତର ସରକାରୀ ଖର୍ଚ୍ଚ ଅଭିବୃଦ୍ଧିକୁ କରୁଛି ତ୍ୱରାନ୍ୱିତ୬.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ୨୦୨୬ ପର୍ୟ୍ୟନ୍ତ ଜାରି ରହିବ ବିକାଶଧାରାମୁଦ୍ରାସ୍ଫିତି ରହିଛି ନିୟନ୍ତ୍ରିତ; ସୃଷ୍ଟି ହେଉଛି ବ୍ୟାପକ ନିଯୁକ୍ତି ସୁଯୋଗଉତ୍ପାଦନ, ସେବା ଓ ପ୍ରତିରକ୍ଷା ରପ୍ତାନିରେ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ-ବଙ୍ଗୋମୁଣ୍ଡା ୫୯ନ ଜାତୀୟ ରାଜପଥ ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମୁରିବାହାଲ ଥାନା ସରଧାପୁର ଗ୍ରାମର ସାନ
Read More...

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ

ମେ ୨୦ରୁ ଧାନ କ୍ରୟ ଆରମ୍ଭ ହେବ ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ
Read More...

ଟିଟିଲାଗଡ଼ ଏଡ଼ିଜେ କୋର୍ଟ ବାରଣ୍ଡାରେ ଅଚିହ୍ନା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଲିଲେ : ସହରରେ ଚାଞ୍ଚଲ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ହଇଚଇ । ଶୁକ୍ରବାର ଅପରାହ୍ନରେ ଟିଟିଲାଗଡ଼ ଏଡିଜେ କୋର୍ଟ ବାରଣ୍ଡାରେ ଜଣେ ଅଚିହ୍ନା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଲୁଥିବା ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଉପସ୍ଥିତ କିଛି ଓକିଲ ଓ ଜନସାଧାରଣ ଭୟଭୀତ
Read More...

କାଳବୈଶାଖୀରେ ଉଡ଼ିଲା ସ୍କୁଲ ଛପର : ଘନଘନ ବିଜୁଳି ମାଡ଼ରେ ୧୧ଗୋରୁଙ୍କ ମୃତ୍ୟୁ

ଖଜୁରୀପଡ଼ା : ଗୋଟିଏ ପଟେ ଗରମ ସାଙ୍ଗକୁ ଗୁଳୁଗୁଳି ଅନ୍ୟପଟେ ସବୁଦିନ କାଳବୈଶାଖୀ ବର୍ଷା, ଜୋରରେ ପବନ ବହିବା ସାଙ୍ଗକୁ ଘନଘନ ଘଡ଼ଘଡି ସହିତ ବିଜୁଳି ମାରୁଛି । କାଳ ବୈଶାଖୀ ବର୍ଷାରେ ଗଛ ଡ଼ାଳ ଭାଙ୍ଗି ପଡ଼ିବା ସହିତ ବଡବଡ ଗଛ ସବୁ ଉପୁଡ଼ି ପଡ଼ିଛି । ଘନଘନ ବିଜୁଳି ମାଡ଼ରେ ଗୋରୁଗାଈଙ୍କ
Read More...

ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ : ଜିରୋ କାଜୁଆଲିଟିକୁ ସରକାର ଦେଇଛନ୍ତି ପ୍ରାଧାନ୍ୟ

ଭୂବନେଶ୍ୱର : ଗ୍ରୀଷ୍ମପ୍ରବାହ ଯୋଗୁଁ ବଲାଙ୍ଗିରର ଏକ ସମ୍ଭାବ୍ୟ ମୃତ୍ୟୁ ରିପୋର୍ଟ ଆସିଥିବା କହିଲେ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଗତ ବର୍ଷ ଅପେକ୍ଷା ସରକାର ଅନେକ ଯତ୍ନବାନ ଅଛନ୍ତି । ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଗ୍ରୀଷ୍ମ ପ୍ରବାହରେ ଗତ ଦିନ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର 'କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ' ସେକ୍ଟର: ୪ ସ୍ଥିତ ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦିକା ଡ. ସୁଷମା
Read More...