Monthly Archives

May 2025

ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ : ଦୁଇ ଗୁରୁତର

ଘସିପୁରା : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌ । ଏହି ଦୁର୍ଘଟଣାରେ ମିନି ଟ୍ରକ୍‌ରେ ଥିବା ନୟାଗଡ଼ ଜିଲ୍ଲାର କୃଷ୍ଣ ଚନ୍ଦ୍ର ମଲ୍ଲୀକ ଓ ଜଗତସିଂହପୁର ଜିଲ୍ଲାର ସତ୍ୟବ୍ରତ ପଲେଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା
Read More...

କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭାର ସାମାଜିକ ସଚେତନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ପଂଚାୟତ କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭା ଉପସଭାପତି ତେଜୁରାମ ବାଗଙ୍କ ନେତୃତ୍ୱ ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ଚଣ୍ଡୀ
Read More...

ଧାନ ବିଲକୁ ଯାଇଥିଲେ ବୃଦ୍ଧ : ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

କଟକ : କଟକ ଜିଲ୍ଲା ବାଙ୍କୀ କୁଶପଙ୍ଗୀ ଗାଁରେ ଅଘଟଣ । ଧାନ ବିଲକୁ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କୁଶପଙ୍ଗୀ ଗାଁର ଗନ୍ଧର୍ବ ଘଡେଇ (୬୦) ବୋଲି ଜଣାପଡ଼ିଛି । ବିଦ୍ୟୁତ ବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା
Read More...

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତି ପାଇଁ ବୀରମହାରାଜପୁର ବିକାଶ କମିଟି ବୈଠକ :
ବିଧାୟକଙ୍କ ଦ୍ୱାରା ବିଭାଗୀୟ ଯୋଜନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉଲୁଣ୍ଡା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ବୀରମହାରାଜପୁର ବିଧାୟକ ମାନ୍ୟବର ଇଂ. ରଘୁନାଥ ଜଗଦଲା ଜିଲ୍ଲା ବିକାଶ ଓ ସରକାରୀ ଯୋଜନା କାର୍ଯ୍ୟକାରିତା
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଘେଁସ ଗ୍ରାମବାସୀ

ବରଗଡ଼, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଘେଁସ ଗ୍ରାମବାସୀ । ଘେସ ଠାରେ ଥାନା ପ୍ରତିଷ୍ଠା ଦାବୀ ସାଙ୍ଗକୁ ଘେଁସ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାବୀ ନେଇ ୬ ଘଂଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର
Read More...

ଆକାଶତୀର : ଡ୍ରୋନ ଆକ୍ରମଣ ବିରୋଧରେ ଭାରତର ସୁରକ୍ଷା କବଚ

ନୂଆଦିଲ୍ଲୀ, (ପିଆଇବି) : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଭାରତ କିପରି ପାକିସ୍ତାନର ୮ଟି ବିମାନଘାଟି ସମେତ ୧୩ଟି ଟାର୍ଗେଟକୁ ଏତେ ନିର୍ଭୁଲଭାବେ ଭେଦ କରିପାରିଲା ଓ ତାହାକୁ ଅଟକାଇବାରେ ପାକିସ୍ତାନ କିପରି ଏତେ ଶୋଚନୀୟ ଭାବେ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଲୋକଙ୍କ ନିମନ୍ତେ ଆରମ୍ଭ ହେଲା ଅମୃତ ଧାରା – ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ତତଲାଗଡ ରୂପେ ପରିଚିତ । ସହରର ବିଭିନ୍ନ ସ୍ଥାନରେ ଲାଗି ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି । ଦୂର ଦୁରାନ୍ତରୁ ନିଜ ନିଜ କାର୍ଯ୍ୟରେ ବହୁତ ଲୋକ ଟିଟିଲାଗଡ଼ ସହରକୁ ଆସିଥାନ୍ତି । ଆଜି କାଲିର ଯୁଗରେ
Read More...

ଭାରତର ରାଷ୍ଟ୍ରପତି ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (୧୬ ମଇ, ୨୦୨୫) ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ
Read More...

କୁଚିଣ୍ଡା ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ୧୩୫ କୋଟି…

• ମନ୍ତ୍ରୀମୁଣ୍ଡାରେ ୩୦ କୋଟି ବ୍ୟୟରେ ନିର୍ମାଣ ହେବ କୁଚିଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ• କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟତୀତ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ପ୍ରାୟ ୧୦୫ କୋଟି ଟଙ୍କା ବିନିମୟରେ ୭୧ ଗୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ• କୁଚିଣ୍ଡାରେ ବହୁତ
Read More...

ସମାଜସେବୀଙ୍କ ମାତା ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ସ୍ୱର୍ଗତ ତାରକେଶ୍ୱର ପଣ୍ଡା ଙ୍କ ମାଆ ଶାନ୍ତି ପଣ୍ଡାଙ୍କ ଦ୍ଵାଦଶାହ ଦିବସ ଶୁକ୍ରବାର ଛତ୍ରପୁର ଗୌରୀଶଙ୍କର ମନ୍ଦିରରେ ଏକ ଆଧ୍ୟାତ୍ମିକ ଧାରାରେ ପାଳିତ ହୋଇଯାଇଛି । ସ୍ୱର୍ଗତ ଶାନ୍ତି ପଣ୍ଡା ଜଣେ ସ୍ନେହୀ, ସାଧୂତାପରାୟଣୀ, ପରୋପକାରୀ ଓ
Read More...