Monthly Archives

May 2025

ଚୋରା ମଦ ବିକ୍ରି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ବାସୁଦେବପୁର : ଚୋରା ମଦ ବିକ୍ରି ବନ୍ଦ ଏବଂ ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜାମୁଝାଡୀ-ଧାମରା ମୁଖ୍ୟ ରାସ୍ତାର କସିଆ ଛକରେ ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଖବର ପାଇ ନାଇକାଣିଡ଼ିହି ପୋଲିସ
Read More...

ପଲିଥିନ ତଳେ ବିତୁଛି ଜୀବନ : ଅଭିଯୋଗ ପରେ ବି ନିଦା ବିଷ୍ଣୁ ପ୍ରଶାସନ

ଫିରିଙ୍ଗିଆ : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଥିବା କହୁଛନ୍ତି । ମାତ୍ର ଅନେକ ସ୍ଥାନରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଏହି ଆବାସ
Read More...

ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେସିଙ୍ଗା, (ପ୍ରୀତେଶ ପଟେଲ ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ
Read More...

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣା : ଫେରାର ମାଧବ ୧୨ ବର୍ଷ ପରେ ଗିରଫ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ଘଟଣାର ଫେରାର ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ । ୨୦୧୩ରୁ ସେ ଫେରାର ଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ୨୦୧୩ ମସିହାରେ ଶାନ୍ତି ମିଶ୍ରଙ୍କୁ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ, (ପିଆଇବି) : ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ ସାତଟି ଦଳର
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୫ ଗିରଫ

ନୂଆପଡ଼ା : ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କଲା ଲଖନା ପୋଲିସ । ଏହି ଚଢାଉରେ ୧୫ ଜଣଙ୍କୁ ଗିରଫ କରିବା ସହ ୨୭ ହଜାର ୭୯୦ ଟଙ୍କା ଜବତ କରିଛି ପୋଲିସ । ନୂଆପଡ଼ା ଜିଲ୍ଲା କୁରୁମପୁରୀ ନିକଟ ଏକ ଜଙ୍ଗଲରେ ଏହି ରେଡ୍‌ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ରାତିରେ କୁରୁମପୁରୀ
Read More...

ଭୋଜି ଖାଇ ଫେରୁଥିଲେ : ଅଧାରାସ୍ତାରେ ଓଲଟିଲା ଗାଡ଼ି

ବାସୁଦେବପୁର : କେନ୍ଦ୍ରାପଡ଼ା ଚୂଡ଼ାମଣିରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଲା ବୋଲେରୋ ଗାଡ଼ି । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ବାହାଘର
Read More...

ମୁକୁଳା ଡ୍ରେନ୍‌ରେ ଭାସୁଥିଲା ମୃତଦେହ : ମିଳିନି ପରିଚୟ

ପୁରୀ : ପୁଣି ମୁକୁଳା ଡ୍ରେନ୍‌ରେ ଗଲା ଜୀବନ । ପୁରୀ ରେଳଷ୍ଟେସନ ସମ୍ମୁଖରେ ଥିବା ମୁକୁଳା ଡ୍ରେନ୍‌ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି
Read More...

ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ : ରେଙ୍ଗାଲିରୁ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି । ପଥର ମାଡ଼ରେ ଟ୍ରେନ ଏସି କୋଚ ଝରକାର କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି ।
Read More...

ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି

ବରଗଡ : ବରଗଡ ଜିଲ୍ଲା ଅଦାଲତର ପବ୍ଲିକ ପ୍ରୋସିକ୍ୟୁଟର (ପିପି)ଙ୍କ ବଦଳି ପରେ ଅତିରିକ୍ତ ପିପି ଥିବା ଆଡ଼ଭୋକେଟ ଅନୁପ ଶତପଥିଙ୍କୁ ଭାରପ୍ରାପ୍ତ ପିପି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପବ୍ଲିକ ପ୍ରୋସିକ୍ୟୁଟର ନିର୍ଦ୍ଦେଶାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅନୁପ ଶତପଥି ଦାୟିତ୍ୱ
Read More...