Monthly Archives

May 2025

ବିଜେପି ପକ୍ଷରୁ ଛତ୍ରପୁର ସହରରେ ପରାକ୍ରମ ରାଲି ବାଇକ୍ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଅପରେସନ ସିନ୍ଦୁର ପରାକ୍ରମ ବର୍ଣ୍ଣାଢ଼୍ୟ ବାଇକ୍ ଶୋଭାଯାତ୍ରା ଶୁକ୍ରବାର ଆୟୋଜନ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ବାହାରି ସହର
Read More...

୪ଦିନ ପରେ ମଧ୍ୟ କରିସ୍ମା ମୃତ୍ୟୁ ଘଟଣାର ଟେର ପାଉନି ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର କରିସ୍ମା ମୃତ୍ୟୁ ଘଟଣାରେ କୌଣସି ସୁରାକ କି ଟେର ପାଇ ପାରୁନି ଖପ୍ରାଖୋଲ ପୋଲିସ । କାହିଁକି ଓ କଣ ପାଇଁ କରିସ୍ମାଙ୍କ ଏମିତି ମୃତ୍ୟୁ ହେଲା ଏବଂ ଏହି ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି କୌଣସି
Read More...

ବରଗଡ଼ରେ ଫୁଲେ ଚଳଚ୍ଚିତ୍ରକୁ ବିପୁଳ ସ୍ୱାଗତ

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ଫୁଲେ ଚଳଚ୍ଚିତ୍ରକୁ ବିପୁଳ ସ୍ୱାଗତ । ଫୁଲେ ଚଳଚ୍ଚିତ୍ରକୁ ଦେଖିବା ପାଇଁ ବିଭିନ୍ନ ସମାଜର ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଏନେଇ ଶନିବାର ସନ୍ଧ୍ୟା ୬ଟା ୩୦ ସମୟରେ ରୁକ୍ମିଣୀ ଟୋକିଜ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ଦର୍ଶକମାନେ । ଜ୍ୟୋତିବା ଫୁଲେ ଓ
Read More...

ଜାନିପଡ଼ା ପାଇଁ ବିକାଶ ଏବେ ବି ଅପହଞ୍ଚ

ଜୟପାଟଣା, (ଶେଷଦେବ ବେହେରା) : ପ୍ରାକୃତିକ ଜୀବନ ଶୈଳୀକୁ ଆପଣେଇ ଦୁଃଖ କଷ୍ଟ ସାଙ୍ଗରେ ନିଜକୁ ବର୍ଷ ବର୍ଷ ଧରି ପ୍ରକୃତିର ନିଭୃତ ଅଞ୍ଚଳ ମାନଙ୍କରେ ଏବେ ବି ବଞ୍ଚି ରହିଛି ଅନେକ ବସତି । ଯେଉଁ ମାନଙ୍କ ଜୀବନ ଯାପନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ପ୍ରକୃତି କୋଳରୁ ଯାହା ଉପାର୍ଜନ ହୁଏ ସେତେକ
Read More...

ବିଚ୍‌ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କୁ ଗୋଡାଇବା ଘଟଣାରେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ବଲାଙ୍ଗିର ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି
Read More...

ଆର୍ଟ ଅଫ ଗିଭିଂ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପାଳନ ହେଇଛି "ଆର୍ଟ ଅଫ ଗିଭିଂ" ଦିବସ । ବଲାଙ୍ଗିର କିସ କ୍ୟାମ୍ପସରେ ଏହା ପାଳନ ହୋଇଥିବା ବେଳେ ଏହି ସମାରୋହରେ ମଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ବଲାଙ୍ଗିର
Read More...

ତେନ୍ତୁଳିଖୁଣ୍ଟି ଗରଗଡବାହାଲ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି, ଗରଗଡବାହାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ଭବ୍ୟକଳସ ଶୋଭାଯାତ୍ରା ସହ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟଙ୍ଗଜୋରରୁ ଶତାଧିକ ମହିଳାମାନେ
Read More...

ପରୀକ୍ଷା ଫଳ ନବାହାରିବା : ପରଦା ପଛର ଖଳ ନାୟକ କିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର କେନ୍ଦ୍ରୀୟ ବୋର୍ଡ ୨୦୨୫ ଶିକ୍ଷାବର୍ଷ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇ ସାରିଛି । ହେଲେ ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ଉପଖଣ୍ଡର ପ୍ରମୁଖ ୬ଟି ବିଦ୍ୟାଳୟର ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।
Read More...

ମାନ୍ୟବର ମନ୍ତ୍ରୀ ଆଇନ ପୂର୍ତ୍ତ ଅବକାରି ପୃଥ୍ଵୀରାଜ ହରିଚନ୍ଦନଙ୍କ ମୟୂରଭଞ୍ଜ ଗସ୍ତ

ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ, ଓଡିଶା ସରକାର ପୃଥ୍ଵୀରାଜ ହରିଚନ୍ଦନ ମୟୂରଭଞ୍ଜ ଜିଲ୍ଲାକୁ ୨ଦିନିଆ ଗସ୍ତରେ ଆସି ଅପରାହ୍ନରେ ଜିଲ୍ଲାପାଳଙ୍କ
Read More...

ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ : ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ

ଭୁବନେଶ୍ଵର : ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି । କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ । ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ । ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି । ଏହାକୁ ରୋକିବା
Read More...