Monthly Archives

May 2025

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବତୀ : ଉଦ୍ଧାର ହେଲା ମୃତଦେହ

ରାଉରକେଲା : ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବତୀ । ଉଦ୍ଧାର ହେଲା ମୃତଦେହ । ମୃତ ଯୁବତୀ ଜଣକ ଚେନ୍ ପୁର ଗାଁର ସୁରେଶ ବେହେରାଙ୍କ ଝିଅ ଅନାସି ବେହେରା ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟ ନିକଟରେ ଏଭଳି ଘଟଣା ଘଟିଛି ।
Read More...

ଶତାୟୁ ପୁରୁଷ ମଧୁସୂଦନ ଦାସଙ୍କ ପରଲୋକରେ ଶୋକର ଛାୟା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ସିଆଁରୋଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମରେ ଶତାୟୁ ପୁରୁଷ ମଧୁସୂଦନ ଦାସଙ୍କ ଗତ କାଲି ଶନିବାର ରାତି ୧୧. ୪୨ ମିନିଟ ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ଶ୍ରୀଯୁକ୍ତ ଦାସଙ୍କୁ ୧୦୨ ବର୍ଷ ହୋଇଥିଲା । ଗତ ୨୦୨୩ ମସିହାରେ ଶ୍ରୀଯୁକ୍ତ
Read More...

ସଂଯୁକ୍ତା ଦେବୀଙ୍କ ଦ୍ୱାଦଶାହ ସ୍ମୃତି ଚାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସ୍ୱର୍ଗତା ସଂଯୁକ୍ତା ଦେବୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ବିଏସସି, ବିଇଡି
Read More...

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଆସନ୍ତା ମଇ ମାସ ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ସ୍ମୃତି ଚାରଣ ସଭା ପାଇଁ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ସେକ୍ଟର ୧୪ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ
Read More...

ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଣାଇ : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ । ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ । ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନାଥିବା ବେଳେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ରେଲୱେ
Read More...

ଓଲଟିଲା ଯାତ୍ରୀବାହୀ ବସ୍‌ : ଯାତ୍ରୀ ଗୁରୁତର

ଗଜପତି : ଓଲଟିଲା ଯାତ୍ରୀବାହୀ ବସ୍‌ । ଯାତ୍ରୀ ଗୁରୁତର । ଗଜପତି ଜିଲ୍ଲା ମାରଲବା ଘାଟିରେ ଏକ ଘରୋଇ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି
Read More...

ସିଆର୍‌ପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ସିଆର୍‌ପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ସୂଚନା ଅନୁଯାୟୀ ଘସିଏନ ଗ୍ରାମର ବଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇ (ଗଣେଶ) ସେ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ୧୬ ତାରିଖରୁ ନିଖୋଜ ଥିଲେ । ଗତକାଲି ତାଙ୍କ
Read More...

ନୂଆପଡ଼ା ପୋଲିସ୍ ଦ୍ଵାରା “ମୋବାଇଲ୍ ଫେରସ୍ତ ମେଳା” ମାଧ୍ୟମରେ ୧୦୪ଟି ଚୋରି ମୋବାଇଲ୍ ଫେରସ୍ତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ପରିଚାଳିତ ଅପରେସନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଲା ପୋଲିସ୍‌କୁ ମିଳିଛି ଆଉ ଏକ ବିରାଟ ସଫଳତା । ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ୧୦୪ଟି ମୋବାଇଲ୍
Read More...

ଇଣ୍ଟରନେସନାଲ ବୁକ୍ସ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର କୁନି ଝିଅ ଆଦ୍‌ଭୀରା

ବହୁମୁଖି ପ୍ରତିଭା ପ୍ରତିଯୋଗିତାରେ ହେଲେ ଶ୍ରେଷ୍ଠ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ର କୁନିଝିଅ ଆଦ୍‌ଭୀରା ମିଶ୍ର ନିଜ ବହୁମୁଖୀ ପ୍ରତିଭା ବଳରେ ପଞ୍ଜାବର ଅମୃତସର ଠାରେ ଇଣ୍ଟରନେସନାଲ ବୁକ୍ସ ଅଫ୍ ରେକର୍ଡ ସଂସ୍ଥା ଦ୍ୱାରା ପୁରସ୍କୃତ ହେବା ସହ ଇଣ୍ଟରନେସନାଲ ବୁକ୍ସ ଅଫ୍
Read More...

ପ୍ରମୁଖ ଯୋଗ ସଂସ୍ଥାନଗୁଡିକୁ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଯୋଗ ସଂସ୍ଥାନଗୁଡିକ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ସବୁଠାରୁ ପ୍ରମୁଖ ଯୋଗ ସଂସ୍ଥା କୈବଲ୍ୟ ଧାମ ଯୁବକମାନଙ୍କ ଲାଗି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି
Read More...