Monthly Archives

May 2025

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କର
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଏକ ସ୍ୱତନ୍ତ୍ର ଆସର ରବିବାର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସାଧକଙ୍କ
Read More...

ଗୁଜୁରାଟର ମେହେସାନା ଠାରେ ଶ୍ରୀ କେ. କେ. ପଟେଲ ଏବଂ ମଧୁବେନ କେ. ପଟେଲ ନର୍ସିଂ କଲେଜର ନବନିର୍ମିତ ସୌଧକୁ ଉଦଘାଟନ…

ଏହି ନର୍ସିଂ କଲେଜ ବିଗତ ୬୫ ବର୍ଷ ଧରି ନର୍ସିଂ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛିବକ୍ତୃତା କକ୍ଷ, ପରୀକ୍ଷାଗାର, ପାଠାଗାର ଏବଂ କାର୍ଯ୍ୟାଳୟ ଭଳି ସୁବିଧାଗୁଡ଼ିକ ସହିତ ସଜ୍ଜିତ ଏହି କୋଠାଟି ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ସହଜ ଏବଂ ସୁଲଭ ଡାକ୍ତରୀ ଶିକ୍ଷା ପ୍ରଦାନ
Read More...

ଭାରତୀୟ ସେନାବାହିନୀର ସାମୂହିକ ଶକ୍ତି

• ଅପରେସନ ସିନ୍ଦୂର ଏବଂ ପରବର୍ତ୍ତୀ ସାମରିକ କାର୍ଯ୍ୟାନୁଷ୍ଠାନରେ ସମନ୍ୱୟ ପ୍ରଦର୍ଶିତ କଲେ ତିନି ସେନା ଓ ବିଏସଏଫ ସମେତ ବିଭିନ୍ନ ସରକାରୀ ଏଜେନ୍ସି• ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣ ରଣନୀତି ସୀମାପାର୍ ଆକ୍ରମଣକୁ ନଷ୍ଟ କରିବାରେ ଗ୍ରହଣ କରିଥିଲା ପ୍ରମୁଖ ଭୂମିକା• ପ୍ରତିରକ୍ଷା ଓ ସାମରିକ
Read More...

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଦଣ୍ଡସନା (୧୧) ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ପାଇକମାଳ ବିଇଓ
Read More...

କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କଟକ : କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ ହୋଇଛନ୍ତି । କଟକ ସିଡିଏ ସେକ୍ଟର-୧୦ ବୁରୁଜ ନିକଟରେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ ଦୁଇ ଜଣ ଯୁବକ । ନିଖୋଜ ଯୁବକ ହେଲେ ଋତିକେଶ ମାତାଲ୍, ଋତିକ ଭଂଜେ ।
Read More...

ବେଲପଡା ଠିକାଦାର ପ୍ରଶାନ୍ତ ନିଆଲଙ୍କ ହତ୍ୟା ଘଟଣା

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡାର ଠିକାଦାର ପ୍ରଶାନ୍ତ ନିଆଲଙ୍କ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଏବଂ ଗ୍ରାମବାସୀ । ସୂଚନା ଅନୁଯାୟୀ ୮ ତାରିଖ ପ୍ରଶାନ୍ତ ନିଆଲ ଏବଂ ଅନ୍ୟ ୩ ଜଣ ରାୟପୁର ଯାଇଥିଲେ । ରାୟପୁରରୁ ୩ ଜଣ ବେଲପଡ଼ା ଫେରିଆସିଥିବା ବେଳେ
Read More...

ଜୋଙ୍କ ପୁଲିସର ଅପରେସନ ‘ଶୁଦ୍ଧି’ : ୨୮କେଜି ଗଞ୍ଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସକୁ ଅପରେସନ ଶୁଦ୍ଧିରେ ସଫଳତା ମିଳିଛି । ଆଜି ଜୋଙ୍କ ପୁଲିସ ୨୮କେ.ଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ରାଜସ୍ଥାନର ୬ଜଣ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର
Read More...

ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା : ଛୁଟିରେ ଘରକୁ ଆସି ଝୁଲିପଡ଼ିଲେ

ପରଜଙ୍ଗ : ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ଗ୍ରାମ ପଞ୍ଚାୟତ କୋଷ୍ଠବେଡ଼ିଆ ସାହିର ଅରୁଣ ନାଏକଙ୍କ ୧୪ ବର୍ଷୀୟ ନାବାଳିକା ଝିଅ ରୁଦ୍ରାଣୀ ନାଏକଙ୍କ ଆତ୍ମହତ୍ୟା । ରୁଦ୍ରାଣୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରବିବାର ସକାଳୁ ପରିବାରର ସମସ୍ତ ସଦସ୍ୟ ନିଜ ନିଜ
Read More...

ସେଲ୍ଫି ହେଲା କାଳ : କୋଏଲ ନଦୀରେ ବୁଡ଼ି ଛାତ୍ର ମୃତ

ରାଉରକେଲା : ଛେଣ୍ଡ ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟରେ ସେଲ୍ଫିନେବା ହେଲା କାଳ । ନଦୀରେ ବୁଡ଼ି ଯାଇ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଛାତ୍ର ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର ଜଣକ ହେଲେ ସୁନ୍ଦରଗଡ ସଦରର ସ୍ୱାଧୀନ ଓରାମ । ସୂଚନା ଅନୁସାରେ ସେକ୍ଟର ୬
Read More...