Monthly Archives

May 2025

ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା

ବୌଦ୍ଧ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରି ନିଜର ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ସମୀକ୍ଷାରୁ ଜଣାଯାଇଛି ଯେ ବୌଦ୍ଧ
Read More...

ଗଞ୍ଜେଇ ଜବତ : ଜଣେ ଗିରଫ

ଗଞ୍ଜେଇ ସହ ବାଇକ୍ ସିଜ୍ କଲା ଅବକାରୀ ବିଭାଗ ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ଅବକାରୀ ବିଭାଗର ଚଢ଼ାଉ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମାଡ଼ିଗୁଡ଼ା ଗାଁର ମୁଖ୍ୟବନ୍ତ ଯୋଷୀ (୪୦) ତାଙ୍କ ବାଜାଜ୍ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ
Read More...

ବାଇକ୍ ଦୁର୍ଘଟଣାରେ : ୨ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ବ୍ଲକ କର୍ମଚାରୀଙ୍କ ଜୀବନ । ତୁରେକେଲା ବ୍ଲକ ଗୋଇନ୍ଦିମାଲ୍, କୁଶପାଲି ଓ ହଲନଭଟା ଯିବା ରାସ୍ତାର ତିନି କୋଣିଆ ବୁଲାଣି ଛକଠାରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨ ଜଣ ଗୁରୁତର
Read More...

ଗୁଜରାଟରେ “ବିକଶିତ ଭାରତ ନିର୍ମାଣରେ ସମବାୟର ଭୂମିକା” ଉପରେ ମେଗା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି…

ଅହମ୍ମଦାବାଦରେ ଗୁଜରାଟ ରାଜ୍ୟ ସମବାୟ ସଂଘ ଦ୍ୱାରା ଏହି ବିଶାଳ ସମ୍ମିଳନୀର ଆୟୋଜନ କରାଯାଇଥିଲାପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୧ ମସିହାରେ ‘‘ସହକାର ସେ ସମୃଦ୍ଧି " ର ପରିକଳ୍ପନା ଏବଂ ବିକଶିତ ଭାରତ ରେ ସମବାୟର ଭୂମିକା ରାଷ୍ଟ୍ର ସମ୍ମୁଖରେ ଉପସ୍ଥାପିତ
Read More...

କାର୍ ଭିତରେ ଖେଳୁଥିଲେ ୪ ଶିଶୁ : ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଦ୍ଵାରପୁଡ଼ି ଗାଁରେ ଅଭାବନୀୟ ଘଟଣା। ପାର୍କିଂ ହୋଇଥିବା କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୪ ଶିଶୁ । ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଓ ୩ ଜଣ ଶିଶୁକନ୍ୟା ରହିଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି
Read More...

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ
Read More...

୪ ଦିନ ଯାଏଁ ଝଡ଼ବର୍ଷା : ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୫ ଜିଲ୍ଲା, ୨୦ ତାରିଖ ପାଇଁ ୯ ଜିଲ୍ଲା, ୨୧ ତାରିଖ ପାଇଁ ୧୬ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି
Read More...

ଟ୍ରାକ୍ଟର-ପିକ୍‌ଅପ୍ ମୁଁହାମୁଁହି ଧକ୍କା : ୨ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଟ୍ରାକ୍ଟର-ପିକ୍‌ଅପ୍ ମୁଁହାମୁଁହି । ୨ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଦୁର୍ଗାମଣ୍ଡପ ଛକ ନିକଟରେ ପିକଅପ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକ୍‌ଅପ୍‌ ଗାଡ଼ିର ଚାଳକ ଏବଂ ହେଲ୍ପର ଆହତ ହୋଇଥିବା ବେଳେ ଟ୍ରାକ୍ଟରର
Read More...

ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ : ଅଭିଯୁକ୍ତ ଅଟକ

ତିହିଡି : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ମୃତ ମହିଳା ଜଣକ ବାଂଶଡା ଥାନା ଅନ୍ତର୍ଗତ ବାଂଶଡା ଗ୍ରାମର ଉର୍ବଶୀ ଦାସ(ମାମି) ଏବଂ ହତ୍ୟାକାରୀ ସ୍ୱାମୀ ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ(୪୦) ବୋଲି ଜଣାପଡ଼ିଛି । ଭଦ୍ରକ
Read More...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ କୁସୁମିତା ଗାଁର ଜଣେ ବୃଦ୍ଧା ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ମହିଳାକୁ ହାତୀ ଟେକି କଚାଡିଦେଇଛି । ଅବିବାହିତା ବୃଦ୍ଧାକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି ।
Read More...