Monthly Archives

May 2025

ଭୁବନେଶ୍ଵରରୁ ବାହାରିବେ ଖାତା ଖତିଆନ ନଥିବା ବାଂଲାଦେଶୀ : ବିଏମସି ମେୟର

ଭୁବନେଶ୍ଵର : ବିଏମସି ମେୟର ସୁଲୋଚନା ଦାସଙ୍କ ବଡ଼ ବୟାନ । ଭୁବନେଶ୍ଵରରୁ ହଟିବେ ବାଂଲାଦେଶୀ ଅନୁପ୍ରବେଶକାରୀ । ସରକାର ନେଇଥିବା ନିଷ୍ପତ୍ତିରେ ସହଯୋଗ କରିବ ବିଏମସି । ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ଵର ଶ୍ରୀୟା ଛକ ଓ ଆଜାଦ ନଗରରେ ବାଂଲାଦେଶୀ ରହୁଛନ୍ତି । ଯେଉଁମାନଙ୍କ ଭୋଟର ପରିଚୟ
Read More...

ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କଲା ଭାରତ ; ଶୁଭେଚ୍ଛା ଜଣାଇଲେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା…

ଭୂବନେଶ୍ୱର : ସପ୍ତମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ
Read More...

କଂଗ୍ରେସ ଛାଡିପାରନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ : ଜାହିର କଲେ ଅସନ୍ତୋଷ

ଜୟପୁର : କଂଗ୍ରେସ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । କୋଟିଆକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ କରିବେ ପ୍ରୟାସ । ଆନ୍ଧ୍ରର ୨ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏଥିରେ ସାମିଲ ପାଇଁ ଯୋଜନା । କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ
Read More...

ନିରାମୟ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜ : କର୍ମଚାରୀଙ୍କୁ କର୍ତ୍ତୃପକ୍ଷଙ୍କ ଆକଟ

ବଲାଙ୍ଗିର : ଭୀମଭାଇ ମେଡିକାଲ କଲେଜ ହସ୍ପିଟାଲରେ ଗାଡିଚୋରି ଭୟରେ କର୍ମଚାରୀମାନେ ଭିତରେ ଗାଡି ରଖୁଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଗାଡିକୁ ଜଗୁଛନ୍ତି । କେବଳ ଏତିକି ନୁହେଁ ଏବେ ଆଉ ଏକ ସଂଗୀନ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ଜଣେ ମୃତ ୪ ଆହତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଜଣେ ମହିଳା ମୃତ, ୪ ଆହତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ନୂଆପଡ଼ା : ନୂଆପଡ଼ା ଏକତା ଛକରେ ଦୁର୍ଘଟଣା । ଟ୍ରାଫିକ୍ ସିଗନାଲ୍ ଅତିକ୍ରମ କରିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ । ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ମୃତକ ଜଣଙ୍କ ହେଉଛନ୍ତି କୋମନା ଥାନା ରେଙ୍ଗାବାହାଲ ଗାଁର ରୁକ୍ମଣୀ ସାହୁ । ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ଅବସ୍ଥାରେ
Read More...

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ନୂତନ ପ୍ରବାସୀ ଭାରତୀୟ ନାଗରିକ (ଓସିଆଇ) ପୋର୍ଟାଲର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ଏହାର ଓସିଆଇ କାର୍ଡଧାରୀ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ପ୍ରବାସ ସୁବିଧା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛିବିଦେଶୀ ନାଗରିକଙ୍କ ପଞ୍ଜୀକରଣକୁ ସୁଗମ କରିବା ପାଇଁ ଏକ ଅତ୍ୟାଧୁନିକ ୟୁଜର ଇଣ୍ଟରଫେସ ସହିତ ପୁନଃନିର୍ମିତ ଓସିଆଇ
Read More...

ଅପରେସନ୍ ଅଲିଭିଆ : ଓଡ଼ିଶା ଉପକୂଳରେ ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା କଲା ଭାରତୀୟ ତଟରକ୍ଷୀ…

ଭୁବନେଶ୍ୱର, (ପିଆଇବି) : ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ 'ଅପରେସନ୍ ଅଲିଭିଆ' ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା
Read More...

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ’ ଶୀର୍ଷକ…

ଭୁବନେଶ୍ୱର, (ପିଆଇବି) : ୧୬ରୁ ୧୮ ମଇ ୨୦୨୫ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱରରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (MRSI) ସହଯୋଗରେ "ଉର୍ଜା, ପରିବେଶ ଏବଂ ସ୍ଥାୟୀତ୍ୱରେ ଉନ୍ନତ ସାମଗ୍ରୀ" (AMEES-୨୦୨୫) ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ
Read More...

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି । ଶାହା ଚାରିଟେବୁଲ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ପୁରୋଧା ଜୀବନ ଶାହା ବାବାଙ୍କ
Read More...