Monthly Archives

May 2025

ରାୟପୁର ରେଳ ଟ୍ରାକ୍‌ରୁ ଠିକାଦାରଙ୍କ ମୃତଦେହ ମିଳିବା ଘଟଣା : ପରିବାରଲୋକଙ୍କୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ

ବେଲପଡା : ବଲାଙ୍ଗିର ଜିଲ୍ଲା ବେଲପଡା ତଲିପଡ଼ାର ମୃତକ ପ୍ରଶାନ୍ତଙ୍କ ପରିବାରଲୋକଙ୍କୁ ବୁଧବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଭେଟି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ବିଧାୟକ । ଏସମ୍ପକରେ ପୂର୍ବରୁ ବିଧାୟକ
Read More...

ଷଢେ଼ଇକଳାରେ ଦ୍ରୁତ ଗତିରେ ଚାଲିଛି ରଥଯାତ୍ରାର ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୩୬ ମସିହାରୁ ୧୯୪୮ ପର୍ଯ୍ୟନ୍ତ ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ ଥିଲା ଷଢେ଼ଇକଳା, ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ହୋଇ ରହିଯାଇଥିଲେ । ସୁଦ୍ଧା ଓଡ଼ିଆ ପର୍ବପର୍ବାଣୀ ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଏ ପର୍ଯ୍ୟନ୍ତ ବଜାୟ ରଖିଛି ।
Read More...

ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ : ୩ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସ ପିକ୍‌ଅପ୍‌ । ଗାଡିର ନମ୍ୱର ଓଡ଼ି ୧୮ ଏଲ୍‌୧୬୪୧ ହୋଇଥିବା ବେଳେ ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ
Read More...

ଓଡିଶା ଅଣଗେଜେଟେଡ୍ ବନ ସେବା ସଂଘର ନିର୍ବାଚନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଓଡିଶା ଅଣଗେଜେଟେଡ୍ ବନସେବା ସଂଘର କୋରାପୁଟ ଜୋନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁରର ବନକର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା ଏବଂ ଓଡିଶାରେ
Read More...

ଦର୍ପଣ ସାଗରକୁ ପୁନଃରୁଦ୍ଧାର ପାଇଁ ପ୍ରୟାସ : ଶ୍ରମଦାନ କଲେ ଶହ ଶହ ଲୋକ

ପୁରାତନ ଜଳାଶୟକୁ ସୁରକ୍ଷା ଦେବା ପାଇଁ ନେଲେ ସାମୁହିକ ଶପଥ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦର୍ପଣ ସାଗର ହେଉଛି ଭବାନୀପାଟଣା ଅନେକ ଜଳାଶୟ ଭିତରୁ ଏକ ପ୍ରମୁଖ ଜଳ ଉତ୍ସ । ଏହା ଉପରେ ସହରର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ବହୁ ପୂର୍ବରୁ କଳାହାଣ୍ଡି ରାଜାଙ୍କ ଦ୍ଵାରା
Read More...

ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର : ଡାକ୍ତଖାନାରେ ଭର୍ତ୍ତି

ଝାରସୁଗୁଡା : ଘର ପଛପଟ ବଗିଚାକୁ ଯାଇଥିବା ବେଳେ ଆକ୍ରମଣ କଲା ବାର୍‌ହା । ବାର୍‌ହା ଆକ୍ରମଣରେ ଗୁରୁତର ହେଲେ ମାଆ ଓ ପୁଅ । ଗୁରୁତର ଅବସ୍ଥାରେ ମାଆ ଓ ପୁଅଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ । ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କଲବଲ କରୁଛି ଅସହ୍ୟ ଗୁଳୁଗୁଳି । ଦିନ ୯ଟାରେ ଘରୁ ବାହାରିବା ହୋଇଯାଉଛି ମୁସ୍କିଲ । ତତଲା କଡ଼େଇରେ ସନ୍ତୁଳି ହେଉଛନ୍ତି ଲୋକେ । ତେବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ଦେଇପାରେ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଦକ୍ଷିଣ
Read More...

ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

ଲାଠୋର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଲାଠୋର ଅଞ୍ଚଳରେ ପୁଲିସର ଆକ୍ସନ । ମୋବାଇଲ ଚୋରି ଘଟଣାରେ ଲଠୋର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟର ସିଙ୍ଗିଆ ଥାନା ଅନ୍ତର୍ଗତ ଲିହାବେ ଗ୍ରାମର ରାମଚନ୍ଦ୍ର ଶର୍ମାଙ୍କ ପୁଅ
Read More...

ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଏକ ବିଶ୍ୱ' ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ଅନୁରୂପ : ପ୍ରଧାନମନ୍ତ୍ରୀ● ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ସମାବେଶୀ , ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀ● ଆମେ
Read More...

ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଶକ୍ତି ମନ୍ତ୍ରୀମାନଙ୍କ ବୈଠକରେ ସମାବେଶୀ ଶକ୍ତି ପରିଚାଳନା ପାଇଁ ଆହ୍ୱାନ କଲା ଭାରତ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଭାରତର ସ୍ୱଚ୍ଛ ଶକ୍ତି ସଫଳତା ଉପରେ ଆଲୋକପାତ କଲେ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଶକ୍ତି ସମ୍ମିଳନୀକୁ ବ୍ରିକ୍ସ ଦେଶମାନଙ୍କୁ ନିମନ୍ତ୍ରଣ କଲେଶକ୍ତି ମନ୍ତ୍ରୀମାନେ ଦୃଢ଼ ସହଭାଗୀତା, ମୁକ୍ତ, ନିରପେକ୍ଷ ଏବଂ ପକ୍ଷପାତହୀନ ଆନ୍ତର୍ଜାତୀୟ ଶକ୍ତି
Read More...