Monthly Archives

May 2025

ବଲାଙ୍ଗିର ସହରରେ କାଳ ବୈଶାଖୀର ତାଣ୍ଡବ : ରାସ୍ତାକଡ଼ର ଗଛ ପଡ଼ି ଗୁଡ଼ାଏ ବାଇକ କ୍ଷତିଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଜୋର୍‌ରେ ପବନ, ବର୍ଷା ସହ ଘଡ଼ଘଡ଼ି ଲାଗିରହିଥିଲା ।ଯାହାଫଳରେ ବଲାଙ୍ଗିର ସହରର ବଲାଙ୍ଗିର-ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ ନିକଟରେ ଏକ ବିରାଟକାୟ ଲିମ୍ବଗଛ ଭାଙ୍ଗି ତଳେଥିବା ବାଇକ ଉପରେ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜେନ୍ଦ୍ର କଲେଜର ଟପ୍ପର ହେଲେ ଅନୁରାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜେନ୍ଦ୍ର କଲେଜର ଅନୁରାଗ ପାଣିଗ୍ରାହୀ ୫୬୧ ମାର୍କ ଆଣି ଟପ୍ପର ହୋଇଛନ୍ତି । ଅନୁରାଗ ରାଜେନ୍ଦ୍ର କଲେଜ ସହ ବଲାଙ୍ଗିର ସହରର ଡିଏନଏ କୋଚିଙ୍ଗରେ ପାଠ ପଢନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରି
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ଗାଲକ୍ସିର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଆଉ ଏହି ଯୁକ୍ତ ଦୁଇ କଳା ପରୀକ୍ଷାରେ ବଲାଙ୍ଗିର ଗାଲକ୍ସିର ସଫଳତା ଦେଖିବାକୁ ମିଳିଛି । ଗାଲକ୍ସିର ଛାତ୍ର ଅଜିତ ପଧାନ ୪୯୭ ମାର୍କ ଆଣି ଗାଲକ୍ସିର ଟପ୍ପର ହୋଇପାରିଥିବା ବେଳେ ଦୁଇ ଜଣ ଛାତ୍ରୀ ଆରତୀ
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Read More...

ଏଏଚ୍‌ଏସଇ – ୨୦୨୫ ଫଳାଫଳରେ ଜେ.ଏସ.ଏମ୍ କଲେଜ୍ କଳା ଓ ବାଣିଜ୍ୟର ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେ.ଏସ.ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି
Read More...

ବିଏସଏନଏଲ ଓଡିଶା ପରିମଣ୍ତଳର ନୂତନ ମୂଖ୍ୟ ମହାପ୍ରବନ୍ଧକ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ଦୂରସଞ୍ଚାର ସେବା,(ଆଇଟିଏସ୍),୧୯୯୦ ବ୍ୟାଚର ଅଭିଜ୍ଞ ଅଧିକାରୀ ଦୁଷ୍ମନ୍ତ କୁମାର ବେହେରା ବିଏସଏନଏଲ ଓଡ଼ିଶା ଦୂରସଞ୍ଚାର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୂରସଞ୍ଚାର କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ ସମୟ
Read More...

ସାଇବର ଠକେଇ ଉପରେ ଅଂକୁଶ ଲଗାଇବାକୁ ଏଫଆରଆଇ ଲାଗୁ କଲା ଦୂରସଞ୍ଚାର ବିଭାଗ

• ବ୍ୟାଙ୍କ, ୟୁପିଆଇ ସେବା ପ୍ରଦାନକାରୀ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହିତ ଉନ୍ନତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନକୁ ସକ୍ଷମ କରିବ ଏଫଆରଆଇ• ଏହି ଉପକରଣ ଦ୍ୱାରା ଚିହ୍ନିତ ମୋବାଇଲ ନମ୍ବରରେ ଡିଜିଟାଲ ଦେୟ ପ୍ରଦାନ ସମୟରେ ଉକ୍ତ ନମ୍ବରରେ ସାଇବର ସୁରକ୍ଷା ଏବଂ ସତ୍ୟତା ଯାଞ୍ଚକୁ ମିଳିବ
Read More...

ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆରଟି ତରଫରୁ ୨୦୨୨-୨୩ ବର୍ଷ ପାଇଁ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ମେଧାବୃତ୍ତି ଘୋଷଣା କରାଯାଇଛି । ଏହି ବର୍ଷ ସକାଶେ ଲୋକନୃତ୍ୟ ମେଧାବୃତ୍ତିରେ ରୋଜିତା ବାଗଙ୍କ ମନୋନିତ ହୋଇଛନ୍ତି । ରୋଜିତା
Read More...

ବଲାଙ୍ଗିର ଜିଲ୍ଲାରେ ଫୁଟବଲ ପ୍ରଶିକ୍ଷଣ ଶିବିର ଓ ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆନ୍ତ ଜିଲ୍ଲା ସିଏମ୍‌ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲା ପାଇଁ ଫୁଟବଲ ପ୍ରଶିକ୍ଷଣ ଶିବର ଓ ଚୟନ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଚୟନ ହୋଇଥିବା ୪୦ ଜଣ ଖେଳାଳି ଗାନ୍ଧୀ ଷ୍ଟଡିୟମ
Read More...

ଭଞ୍ଜସେନାର ମିଶ୍ରଣ ପର୍ବ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ବିଗତ ୨୭ ବର୍ଷର ନିରବଛିନ୍ନ ସଂଗ୍ରାମ ସହିତ ବିଶ୍ୱପ୍ରସିଦ୍ଧ ଜାତୀୟ ଅଭୟାରଣ୍ୟ ଆମ ଶିମିଳିପାଳ ଜୈବମଣ୍ଡଳର ସମ୍ପୂର୍ଣ୍ଣ ସୁରକ୍ଷା ସହିତ, ପରିବେଶ ସନ୍ତୁଳନ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା, ଭୁଶୁଡିପଡିଥିବା ଶିକ୍ଷା ବ୍ୟବସ୍ଥାରେ ସୁଧାର
Read More...