Monthly Archives

May 2025

ସାରା ଭାରତରେ ଋଣ ଉତ୍ପାଦଗୁଡ଼ିକର ସହଜ ଉପଲବ୍ଧତା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଓ ଆଦିତ୍ୟ ବିର୍ଲା…

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଏକ ଉଦ୍ୟୋଗ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ଏବଂ ଭାରତର ଅଗ୍ରଣୀ ଆର୍ଥିକ ସେବା କମ୍ପାନୀ ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍ ('ଏବିସିଏଲ୍‌') ସାରା ଭାରତରେ ଋଣ ଉତ୍ପାଦଗୁଡ଼ିକର ପହଞ୍ଚ ଏବଂ ସୁଗମତାକୁ ବିସ୍ତାର କରିବା ପାଇଁ
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି : ୨ ମୃତ ୨୫ ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବ ସୋନପୁର ବଲାଙ୍ଗିର ଏନ୍‌ଏଚ ୫୭ର ହରଡଖୋଲ ଛକ ନିକଟରେ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡ଼ି । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକ ହେଲେ
Read More...

ରାଜସ୍ଥାନର ବିକାନେର ଠାରେ ୨୬,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର…

● ଗତ ୧୧ ବର୍ଷ ମଧ୍ୟରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ଅଭୂତପୂର୍ବ ଗତିରେ କାମ ହୋଇଛି : ପ୍ରଧାନମନ୍ତ୍ରୀ● ଦେଶ ଆଧୁନିକୀକରଣ ହେଉଥିବା ରେଳ ଷ୍ଟେସନଗୁଡ଼ିକୁ ଅମୃତ ଭାରତ ଷ୍ଟେସନ ନାମରେ ନାମିତ କରିଛି; ଆଜି ଏହି ଅମୃତ ଭାରତ ଷ୍ଟେସନଗୁଡ଼ିକ ମଧ୍ୟରୁ ୧୦୦ରୁ ଅଧିକ ପ୍ରସ୍ତୁତ :
Read More...

ଦିଲ୍ଲୀରେ ଯମୁନା ସଫେଇ, ପାନୀୟ ଜଳ ଏବଂ ସ୍ୱେରେଜ୍ ବ୍ୟବସ୍ଥା ଉପରେ ସାମଗ୍ରିକ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିବାକୁ…

ଯମୁନା କେବଳ ଏକ ନଦୀ ନୁହେଁ, ଆମ ପାଇଁ ବିଶ୍ୱାସର ପ୍ରତୀକ ମଧ୍ୟ, ଯେଉଁଥିପାଇଁ ଏହାର ସ୍ୱଚ୍ଛତା ମୋଦୀ ସରକାରଙ୍କ ପାଇଁ ପ୍ରାଥମିକତା ଅଟେଜଳ ଶକ୍ତି ମନ୍ତ୍ରଣାଳୟ ସମସ୍ତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଏକ ଏସ୍ଓପି ଜାରି କରିବା ଉଚିତ ଯାହା ସେମାନଙ୍କର ଗୁଣବତ୍ତା, ରକ୍ଷଣାବେକ୍ଷଣ ଏବଂ
Read More...

ପାକିସ୍ତାନର ଆତଙ୍କବାଦ ସମର୍ଥିତ ନୀତି ଓ ଅପରେସନ ସିନ୍ଦୂର ବିଷୟରେ ବିଶ୍ୱ ସମୁଦାୟକୁ ଅବଗତ କରାଇବାକୁ ପ୍ରୟାସ

ଜାପାନ ଓ ୟୁଏଇର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲା ସର୍ବଦଳୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ, (ପିଆଇବି) : ଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖୋଲିବା ଏବଂ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଶ୍ୱ ସମୁଦାୟକୁ
Read More...

ଆଇସିଏଆର୍‌-ସିଆଇଡବ୍ଲୁଏ ଏବଂ ଡିଜିଟାଲ୍ ଗ୍ରୀନ୍ ଟ୍ରଷ୍ଟ ଦ୍ଵାରା ମୋବାଇଲ୍-ଆଧାରିତ ଭିଡିଓ ପ୍ରଡକ୍ସନ୍ ଉପରେ ତାଲିମ…

ନୂଆଦିଲ୍ଲୀ, (ପିଆଇବି) : ଆଇସିଏଆର୍‌-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଇନ୍ ଏଗ୍ରିକଲଚର (ଆଇସିଏଆର-ସିଆଇଡବ୍ଲୁଏ) ଏବଂ ଡିଜିଟାଲ୍ ଗ୍ରୀନ୍ ଟ୍ରଷ୍ଟର ସହଯୋଗରେ, ମୋବାଇଲ୍-ଆଧାରିତ ଭିଡିଓ ଉତ୍ପାଦନ ଉପରେ ଏକ ଦୁଇ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ତାଲିମର
Read More...

ବିପିଆର ଆଣ୍ଡ ଡି ଏନସିଆରବି ଏବଂ ସାଇବରପିସ୍ ଫାଉଣ୍ଡେସନ୍ ସହଯୋଗରେ ଆଇନ ପ୍ରବର୍ତ୍ତନ ପାଇଁ ସିସିଟିଭି ସମାଧାନ ଉପରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, କେନ୍ଦ୍ର ସରକାର ଏକ ସାଇବର-ସୁରକ୍ଷିତ ଭାରତ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧହାକାଥନର ଲକ୍ଷ୍ୟ ହେଉଛି ଉଦ୍ଭାବକ, ଷ୍ଟାର୍ଟ-ଅପ୍ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ
Read More...

ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ପରୀକ୍ଷା ଫଳର ସମୀକ୍ଷା ବୈଠକ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳେୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧୩ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ପରିଚାଳକଙ୍କୁ ନେଇ ସିବିଏସସି ପରୀକ୍ଷା ଫଳ ସମୀକ୍ଷା ବୈଠକ
Read More...

ସାଇକଲରେ କେଦାରନାଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମପଞ୍ଚାୟତର ଉଚ୍ଚବାହାଲ ଗ୍ରାମର ଅଜିତ ବନଛୋର୍ ଓ ନୂଆଁପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମପଞ୍ଚାୟତର ଦାବରି ଗ୍ରାମର ତେଜେଶ୍ୱର ହଂସ ନିଜ ନିଜ ଗ୍ରାମରୁ କେଦାରନାଥ ପର୍ଯ୍ୟନ୍ତ
Read More...

ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା ୬ଟି ପିସ୍ତଲ ଜବତ : ୧୨ ଜଣ ଅପରାଧି ଗିରଫ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସ୍ପେଶାଲ୍ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୧୨ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ପିସ୍ତଲ ଜବତ କରିଛି ବ୍ରହ୍ମପୁର ପୋଲିସ ପ୍ରଶାସନ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜାର ଥାନା ଅଞ୍ଚଳର ଭାଲୁ ସାମଲ,
Read More...