Monthly Archives

May 2025

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,
Read More...

ଓଡ଼ିଶା ଯୁବ ସଂଘ ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଜମ୍ମୁ କାଶ୍ମୀରର ପହଲଗାମରେ ବର୍ବର ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକମାନେ ପ୍ରାଣ ହରାଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ଦ୍ଵାରା ପାକିସ୍ତାନର ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯାଇ
Read More...

ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

ଭୁବନେଶ୍ୱର, (ପିଆଇବି) : ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି । ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ
Read More...

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକମାନଙ୍କ ସୋର୍ଯ୍ୟ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରଘୁନାଥପାଲୀ ନିର୍ମଳ ମୁଣ୍ଡା ମଣ୍ତଳ ସଭାନେତ୍ରୀ ରଞ୍ଜିତା କିସପୋଟାଙ୍କ ନେତୃତ୍ୱରେ
Read More...

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକଙ୍କର ଗୁରୁବାର ରାତ୍ରରେ ଭୁବନେଶ୍ୱରରେ ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ
Read More...

ସୁଗମ ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ମତଦାନ ସହ ପ୍ରତ୍ୟେକ ଭୋଟରଙ୍କୁ ସଶକ୍ତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ମତଦାନ ପ୍ରକ୍ରିୟାକୁ ଅଧିକ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଏହି ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଗୋଟିଏ ମତଦାନ କେନ୍ଦ୍ରରେ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧୫୦୦ ରୁ ୧୨୦୦କୁ ଯାଏ ହ୍ରାସ କରାଯିବ । ଏହି ପଦକ୍ଷେପ ମତଦାନ
Read More...

ଅନ୍ଧାରରେ ୧୧୮୫ ପିଲାଙ୍କ ଭବିଷ୍ୟତ : ବାହାରିନି ରେଜଲ୍ଟ ଚିନ୍ତାରେ ଅଭିଭାବକ

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ସିବିଏସଇ ଦ୍ୱାରା ପରିଚାଳିତ ୬ଟି ବିଦ୍ୟାଳୟର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଯେଉଁଥିରେ ୨ଟି ଘରୋଇ ବିଦ୍ୟାଳୟ ରହିଥବା ବେଳେ ୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ଚଳିତ ବର୍ଷର ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ
Read More...

ପାଣିରେ ବୁଡ଼ି ଜେଜେ ଓ ନାତି ମୃତ

ପାଟଣା : ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ଦୁର୍ଘଟଣା ଶୋକର ଛାୟା ଖେଳାଇ ଦେଇଛି । ହସ ଖୁସିରେ ଉଛୁଳି ପଡୁଥିବା ପରିବାର ପାଇଁ ଦୁର୍ଘଟଣା ଦୁଃଖର ପାହାଡ଼ ଭଳି ଠିଆ ହୋଇଛି । ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମରେ ଘଟିଛି ଏଭଳି
Read More...

ପାଟଣାଗଡ଼ ପୋଲିସକୁ ସଫଳତା : ୨୪ ଘଣ୍ଟାରେ ଚୋରକୁ କାବୁ କଲେ

ପାଟଣାଗଡ଼, (ଅଶୋକ କୁମାର ବାଗ), ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଦୁଇ କାର ଚୋରକୁ ଗିରଫ କଲା ପାଟଣାଗଡ ପୋଲିସ, କାର ସହ ୪ ହଜାର ୬୫୦ ଟଙ୍କା ଓ ଗୋଟିଏ ସିସିଟିଭି କ୍ୟାମେରା ଜବତ । ଏନେଇ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ସୂଚନା ଅନୁସାରେ ପାଟଣାଗଡ କାଦୋପଡା
Read More...