Monthly Archives

May 2025

ବରିକେଲ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ଦ୍ଵାରା ବରିକେଲ ଗ୍ରାମଠାରେ ଦେଶର ସାର୍ବଭୋମତ୍ଵ ବଜାୟ ରଖିବା ଏବଂ ବିର ଯବାନମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଛି । ଅପରେସନ ସିନ୍ଦୁର ଭାରତୀୟ ଯବାନଙ୍କ
Read More...

ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ପର୍ଯ୍ୟଟନ ସ୍ଥଳି ମାନ୍ୟତା ଓ ପୁର୍ନଉଦ୍ଧାର ଦାବି : ଦେବାଳୟ ସୁରକ୍ଷା କମିଟି ଉନ୍ନତି କରଣ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ସାଉନ୍ତପୁର ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ଆଜି ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୭୨୩ ଖ୍ରୀଷ୍ଟାବ୍ଦରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ବହୁ ପୂର୍ବରୁ
Read More...

ଗାଡ଼ିରେ କାଠ ଚୋରା ଚାଲାଣ : ୩ ଗିରଫ

ସଇଁନ୍ତଲା, (ଖୁସିରାନି ସାହୁ) : ବନାଞ୍ଚଳ ମନମୁଣ୍ଡା ରାସ୍ତା ନିକଟରେ ବନ ବିଭାଗ ଚଢ଼ଉ କରି ଗାଡ଼ି ସହ ଖଇର କାଠ ଜବତ କରିଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ସଇଁନ୍ତଲା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ନେତୃତ୍ୱରେ ବନ
Read More...

ପ୍ରଶାସନ ଦ୍ୱାରା ‘ଗାଁ ଆମ୍ବ ପସରା ‘ର ଶୁଭାରମ୍ଭ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆମ୍ବ ବିକ୍ରୟକୁ ପ୍ରୋତ୍ସାହନ ଯୋଗାଇବା ତଥା ମହିଳା ଚାଷୀ ମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଆଜି "ଗାଁ ଆମ୍ବ ପସରା" ବା "ମେଙ୍ଗୋ ଅନ୍ ହ୍ୱିଲ୍ସ" କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଆଜି ବିକାଶ ଭବନ ପରିସରରୁ ପତାକା
Read More...

ଷଢେ଼ଇକଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋଟିଏ ପଟେ ଶ୍ରୀକ୍ଷେତ୍ର ପୁରୀ ଜିଲ୍ଲାର ନିକଟସ୍ଥ ଅର୍କକ୍ଷେତ୍ର କୋଣାର୍କରୁ ଆସିଥିବା ବଢ଼େଇ ଦଳ ଅହରହ ଲାଗିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂଆ ରଥ ନିର୍ମାଣରେ ତ ଅନ୍ୟ ପଟେ ସ୍ଥାନୀୟ ଚିତ୍ରକାର ଓ ରଙ୍ଗଶିଳ୍ପୀମାନେ ଆରମ୍ଭ କରିଛନ୍ତି ଐତିହାସିକ
Read More...

ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷାରେ ସଫଳତା

ହଳଦୀ କଲେଜ ଛାତ୍ରୀ ଇଶ୍ୱରୀରାଣୀ ରଣା କଳାରେ ମୁରିବାହାଲ ବ୍ଲକ ଟପ୍ପର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା ବୀରସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ +୨ କଳା ପରୀକ୍ଷାରେ ଉନ୍ନତ
Read More...

ମୁରିବାହାଲରେ ରବିଋତୁ ପାଇଁ ବିଧାୟକଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଉପବଜାର ପ୍ରାଙ୍ଗଣରେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୪-୨୫ ରବିଋତୁ ପାଇଁ ଧାନମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଙ୍ଗାସାଗର ଗ୍ରାମ କର୍ଲ୍ଲାକଟା ତଳି ଅଞ୍ଚଳରେ ଗୋଟିଏ ଆମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଟଣାଗଡ଼ ପୋଲିସର ତଦନ୍ତଜାରି । ସୂଚନା ମୁତାବକ ଗଙ୍ଗାସାଗର ଗାଁର ଅଷ୍ଟରତ୍ନ ବରିହାଙ୍କ ପୁଅ ସୁରେନ୍ଦ୍ର
Read More...

ହୁତୁହୁତୁ ହୋଇ ଜଳିଗଲା ବାଇକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ଏନ୍‌ଏସି ଛକରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବାଇକ୍ । ଏଥିରେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଜଣ ବ୍ୟକ୍ତି । ସୂଚନା ଅନୁଯାୟୀ ପାଟଣାଗଡ ଇଣ୍ଡିଆନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ଜଳଖିଆ ଖାଇବା ପାଇଁ ବାଇକରେ ଯାଉଥିବା ସମୟରେ ଏନ୍‌ଏସି ଛକ ନିକଟରେ
Read More...

ଅଟୋରୁ ମିଳିଲା ମୃତଦେହ : ହତ୍ୟା ସନ୍ଦେହ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ରାସ୍ତା ନିକଟରେ ଥିବା ଏକ ଧାନ ବିଲରେ ଏକ ଅଟୋଗାଡି ବହୁ ସମୟ ଧରି ଥିବାର ଦେଖି ଲୋକେ ଅଟୋ ନିକଟକୁ ଯିବାରୁ ଏକ ମୃତଦେହ ଅଟୋ ଭିତରେ ଦେଖିବାକୁ ପାଇଥିଲେ । ଏହା ପରେ ଲରମ୍ଭା ପୋଲିସକୁସ୍ଥାନୀୟ ଲୋକେ
Read More...