Monthly Archives

May 2025

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ : ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ୱଭାବ ସୃଷ୍ଟି ପାଇଁ…

ରାଉରକେଲା, (ସସ୍ମିତା ପ୍ରଧାନ) : ପୁରୀ ଲୋକନାଥ ରୋଡ ସ୍ଥିତ ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିସରରେ ରାଷ୍ଟ୍ରିୟ ସର୍ଦ୍ଦାର ପଟେଲ ବିଚାର ମଞ୍ଚ ଓ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ତରଫରୁ ଏକ ଜାତୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁରୀ ଜିଲ୍ଲା
Read More...

ନିଃସ୍ୱାର୍ଥ ସେବା ପାଇଁ ଅହଲ୍ୟା ବଗର୍ତିଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଆୱାର୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବାଦୀକଟା ଗ୍ରାମର ଅହଲ୍ୟା ବଗର୍ତ୍ତୀ ସେବା ଓ ଖେଳ ପାଇଁ ସମ୍ମାନ ଜନକ ଡକ୍ଟରେଟ ଆୱାଡ୍ ପାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ "ୱାର୍ଲଡଚାରିଟି ୱାଲଫେୟାର ଫାଉଣ୍ଡେସନ"ନୁଆଦିଲ୍ଲୀ ପକ୍ଷରୁ ଏହି ଆୱାର୍ଡ ତାଙ୍କୁ ପ୍ରଦାନ
Read More...

ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ । ହଡ଼ପ୍‌ କରିଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ ଭିଜିଲାନ୍‌ନ୍ସର ହରଡ଼ଘଣାରେ । କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଆର.କେ.ପାଣ୍ଡା ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏସଂପର୍କରେ
Read More...

ଦେଓଗାଁରେ ସ୍ୱଚ୍ଛ ଭାରତ ମିଶନ ବାଟବଣା : ପରିତ୍ୟକ୍ତ ଅବସ୍ଥାରେ ଆବର୍ଜନା ପୃଥକିକରଣ କେନ୍ଦ୍ର

ଜାତୀୟ ରାଜପଥ କଡ ପାଲଟିଛି ଆବର୍ଜନା କୁଣ୍ଡଦୁର୍ଗନ୍ଧ ସହ ମଶା, ମାଛି ପଦୁର୍ଭାବର କାରଣ ସାଜୁଛି ପଞ୍ଚାୟତଦେଓଗାଁରେ ପରିହାସର ବିଷୟ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱଚ୍ଛ ଭାରତ ମିଶନ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ପରିବେଶକୁ
Read More...

ଦାନା ପାଇଁ ଦାଦନ ଯାଇ ଶବ ହୋଇ ଫେରିଲେ : ପ୍ରଶାସନ କିମ୍ବା ଶ୍ରମ ବିଭାଗ ପାଖରେ କିଛି ଖବର ନାହିଁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ୟାତନା ଖବର । କେବଳ ଦାନା ପାଇଁ ଜିଲ୍ଲାରୁ ଦାଦନ ଯାଉଛନ୍ତି ଲକ୍ଷାଧିକ ଶ୍ରମିକ । ଆଉ ସେଇଠି ନିର୍ଯ୍ୟାତନା ସହିତ ଅନ୍ୟ କାରଣ ଯୋଗୁଁ ଶବ ହୋଇ ଗାଁକୁ ଫେରୁଛନ୍ତି ଜଣଙ୍କ ପରେ
Read More...

ନିଆଁ ଲାଗି ଜଳିଗଲା ୬ ବଖରା ଘର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଭଦ୍ରକ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଗୁହାଳ ଘର ସମୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଗୋଟିଏ ମୋଟର ସାଇକେଲ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ଗ୍ୟାସ୍‌ ଟାଙ୍କି ଲିକ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍
Read More...

ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି…

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରରେ ପହଂଚାଇବା ଏବଂବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ଉପଲବ୍ଧ କରାଇବା ନିମନ୍ତେ ଆମେ କାର୍ଯ୍ୟ କରୁଛୁ । ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ପ୍ରତିଭା ଚୟନ ଓ ବିକାଶ ଆଦି
Read More...

ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ପରିବାର ଆଣିଲେ ହତ୍ୟା ଅଭିଯୋଗ

ଗଞ୍ଜାମ : ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ଆସିକା-ଧରାକୋଟ ଥାନା ପୋଡ଼ା ପଲ୍ଲୀ ଗାଁରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ବାଲ୍ୟସରା ଗାଁର ସୀମାଞ୍ଚଳ ପୋଲାଇ । ଖବର ଅନୁଯାୟୀ, ସୀମାଞ୍ଚଳ ଜଣେ ରାଜମିସ୍ତ୍ରୀ ଥିଲେ ।
Read More...

ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଶନିବାର ସକାଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ମୋହନ ମୂରଲୀ ବେହେରା(୨୭ ବର୍ଷ) । ସୂଚନା ମୁତାବକ, ଶନିବାର ସକାଳେ ମୋହନ ଘର ପଛ ପାର୍ଶ୍ଵରେ ଥିବା ଆମ୍ବ ଗଛରେ
Read More...

ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ : ଓଡ଼ିଶାର ହେବ ଦ୍ୱିତୀୟ ନନ୍ଦନକାନନ

ସମ୍ବଲପୁର : ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ହେବ ଯୋଜନା । ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ । ବୃକ୍ଷରୋପଣ ଅଭିଯାନରେ ସାମିଲ ହେବେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ,
Read More...