Monthly Archives

May 2025

ବୃନ୍ଦାବନ ସାହୁଙ୍କ ବିୟୋଗରେ ଶୋକ ସଭା : ଦ୍ୱାଦଶାହରେ ଏକ ପଦି କବିତା ସଂକଳନ ପ୍ରକାଶ କରିବ ପରବାସୀ କୁଟୁମ୍

ବରଗଡ,(କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ହଳଦୀପାଲି ଗ୍ରାମର ଜଣାଶୁଣା ସାହିତ୍ୟିକ ବୃନ୍ଦାବନ ସାହୁଙ୍କ ବିୟୋଗରେ ପରବାସୀ କୁଟୁମ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି କପିଳେଶ୍ୱର ଖମାରି, ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ମିଶ୍ର,
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର : ସାମ୍ବାଦିକଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ନିମ୍ନମାନର ଗାର୍ଡୱାଲ ସମ୍ପର୍କିତ ଦୁର୍ନୀତି ଖବର ସଂଗ୍ରହ ପାଇଁ କୁଲଥିପାଲି ଗାଁକୁ ଯାଇଥିବା ସମୟରେ ଦୁର୍ନୀତିଗ୍ରସ୍ତ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ସହ ତାଙ୍କ
Read More...

ଆତ୍ମନିର୍ଭର ଭାରତ : ଶିଳ୍ପ ଭାଗିଦାରୀ ମାଧ୍ୟମରେ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା…

• ପ୍ରତିଯୋଗିତାମୂଳକ ଭିତ୍ତିରେ ଘରୋଇ ଏବଂ ସରକାରୀ କ୍ଷେତ୍ର ପାଇଁ ସମାନ ସୁଯୋଗ• ଭାରତୀୟ କମ୍ପାନୀ ସ୍ୱାଧୀନ ଭାବରେ / ଯୌଥ ଉଦ୍ୟୋଗ ଭାବରେ / ମିଳିତ ଭାବରେ ବିଡ୍ ଦାଖଲ କରିପାରିବେ ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ
Read More...

ପିଇବା ପାଣି ଗାଁ ଲୋକଙ୍କ ପାଇଁ ସାତ ସପନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୂର୍ଯ୍ୟର ପ୍ରକୋପରେ ବଢ଼ି ଯାଉଛି ତାତି, ନଳକୂଅରୁ ଶୁଖି ଯାଉଛି ପାଣି । ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବର୍ଷ ବର୍ଷ ଧରି ଡିମ୍‌ଡ଼ିମି ପିଟି ଯୋଜନା ପରେ ଯୋଜନା କରି, ଠିକାଦାର ପୋଷା ନୀତି ଚଳେଇଥିବା ବେଳେ ଗାଁ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣା : ସ୍ଥିତି ପରିଦର୍ଶନରେ ଗଲେ ପିସିସି ସଭାପତି

ବୌଦ୍ଧ : ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‌ରେ ସୋମବାର ଘଟିଛି ବଡ଼ ଅଘଟଣ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ଠାରେ ୪ ନମ୍ବର ଟନେଲର ଉପରି ଭାଗ ମାଟି ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହିତ
Read More...

ଆନ୍ଧ୍ରକୁ କାଠ ଚୋରା ଚାଲାଣ ପଣ୍ଡ : ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗକୁ ବଡ଼ ସଫଳତା । ବାହାର ରାଜ୍ୟକୁ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ । ସୂଚନାନୁଯାୟୀ, ଗୁଣପୁର ବ୍ଲକ୍ ଜଗନ୍ନାଥପୁର ଅଞ୍ଚଳରୁ ଆନ୍ଧ୍ରକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ହେଉଥିଲା । ସୋମବାର
Read More...

ରେଳ ଧାରଣାରୁ ଲୁହା ପ୍ଲେଟ ଚୋରିକରୁଥିଲେ : ଦୁଇ ଯୁବକଙ୍କୁ ମାଡିବସିଲେ ରେଳବିଭାଗ

ଭଦ୍ରକ : ରେଳ ଧାରଣାରୁ ଲୁହା ପ୍ଲେଟ ଓ ଲୁହା ଖଣ୍ଡ ଚୋରି କରୁଥିଲେ । ଏତିକିବେଳେ ମାଡ଼ି ବସିଲା ରେଳ ବିଭାଗ କର୍ମଚାରୀ । ବିପୁଳ ଲୁହା ପ୍ଲେଟ ସହ ଦୁଇ ଅଟକ ରହିଛନ୍ତି । ଭଦ୍ରକ ଜିଲ୍ଲା ବାଉଦପୂର୍ ଷ୍ଟେସନ ନିକଟରେ ଏକ ନିକାଞ୍ଚନ ସ୍ଥାନରେ ଦୁଇ ଯୁବକ ବୁଲୁଥିବା ବେଳେ ରେଳ ବିଭାଗର ଟ୍ରେନ୍
Read More...

ପୁରୀ ସମୁଦ୍ରରେ ସ୍ପିଡ୍ ବୋଟ୍ ଦୁର୍ଘଟଣାର ହେବ ତଦନ୍ତ : ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ପୁରୀ : ପୁରୀ ସମୁଦ୍ରରେ ସ୍ପିଡ୍ ବୋଟ୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି ସ୍ପିଡ୍ ବୋଟ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ପରେ ଘଟଣାକୁ ନେଇ ବିଭିନ୍ନ
Read More...

ଢେଙ୍କାନାଳ ଏନଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା

ଢେଙ୍କାନାଳ : ଢେଙ୍କାନାଳ ଏନ ଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି
Read More...

ଛତ୍ରପୁରର ଏ.ଏସ୍.ବି.ଏମ୍.ର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଏ.ଏସ୍.ବି.ଏମ୍. ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏ ନେଇ ଗତ ରବିବାର ଅନୁଷ୍ଠାନ
Read More...