Monthly Archives

May 2025

ଭଞ୍ଜନଗର ପୋଲିସର ସ୍ୱତନ୍ତ୍ର ଅପରେସନରେ ୯ ଗିରଫ : ୫ ବନ୍ଧୁକ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଆଇନ ବନ୍ଧୁକ ରଖିଥିବା ମାମଲାରେ ଅପରାଧୀଙ୍କୁ ଦମନ କରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ବଡ଼ ସଫଳତା ମିଳିଛି । ଭଞ୍ଜନଗର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କ ଠାରୁ ୫ଟି
Read More...

ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ହର୍ଷବର୍ଦ୍ଧନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିମାଚଳ ପ୍ରଦେଶ ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ବ୍ରହ୍ମପୁର ସହରର ୧୮ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ଖେଳରେ ବିଜୟ ଲାଭ କରିଛନ୍ତି । ଏହା ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାର ଏହି ଯୁବ
Read More...

ଦଶମ ଫେଲ୍ କ୍ୱାକ୍‌ ଡାକ୍ତର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କି.ମି ଦୂରରେ ଥିବା ଏକ ଗାଆଁ ଛତ୍ରପୁର ବ୍ଲକ ପଞ୍ଚାୟତ ବଡ଼ ଆର୍ଜିପଲ୍ଲୀ ଗାଁରୁ ଜଣେ ଦଶମ ଫେଲ କ୍ୱାକ୍‌ ଡାକ୍ତର ବୁଧବାର ଗିରଫ ହୋଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ୍
Read More...

ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସନ୍ଧ୍ୟାରେ (୨୭ ମେ ୨୦୨୫) ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ବର୍ଦ୍ଧନା ସମାରୋହରେ ୨୦୨୫ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି
Read More...

ଦେଶରେ ଜନଜାତିଙ୍କ ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଦେଶରେ ଜନଜାତିଙ୍କ ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ । ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ଦେଶର
Read More...

ପ୍ରଥମ ଥର ପାଇଁ ୨ଟି ପଟାଶ ବ୍ଲକ ସମେତ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକ ନିଲାମ

ନିଲାମ ତାଲିକାରେ ଓଡିଶାର ଗ୍ରାଫାଇଟ୍ ଖଣି ନୂଆଦିଲ୍ଲୀ, (ପିଆଇବି) : ୨୮ ଜାନୁଆରୀ, ୨୦୨୫ରେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ପଞ୍ଚମ ପର୍ଯ୍ୟାୟ ନିଲାମରେ ରଖାଯାଇଥିବା ୧୫ ଟି ବ୍ଲକ୍ ମଧ୍ୟରୁ ୧୦ଟି ନିଲାମ ସଫଳତାର ସହିତ ସମାପ୍ତ ହୋଇଛି । ଏହି ୧୦ଟି ବ୍ଲକରେ
Read More...

ପୁରୀରୁ ଆସନ୍ତା ୨୯ ତାରିଖରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ…

• କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉଦ୍ୟମରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସାରା ଦେଶରେ ଆୟୋଜନ ହେବ• ଏହି ୧୫ ଦିନିଆ ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରାୟ ୨୦ଟି ରାଜ୍ୟ ଗସ୍ତ କରିବେ• ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ମୁମ୍ବାଇର ମାଧବବାଗରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ୧୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ୨୦୪୭ ମସିହା ସୁଦ୍ଧା ଭାରତ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିକଶିତ ଏବଂ ନେତୃତ୍ୱ ନେବ୧୫୦ ବର୍ଷ ଧରି ଏହି ମନ୍ଦିର ଲୋକମାନଙ୍କ ମଧ୍ୟରେ ବିଶ୍ୱାସର ପ୍ରସାର କରିବା ସହିତ ସାମାଜିକ ସେବାର ଏକ ଦୃଢ଼ ଭାବନା ସୃଷ୍ଟି
Read More...

ସାବିତ୍ରୀ ବ୍ରତ ମହା‍ଆଡମ୍ବର ସହକାରେ ପାଳିତ

ବରଗଡ଼, (ମୁନ୍ନା ସାହୁ) : ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ, ପବିତ୍ର ଓ ପ୍ରିୟବ୍ରତ । ଜ୍ୟଷ୍ଠ ଆମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ନିଜ ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟୋଦଶୀ ଠାରୁ ତିନିଦିନ ବ୍ୟାପି ଉକ୍ତ ବ୍ରତ ପାଳନର ବିଧି ରହିଛି । ଏହା
Read More...

ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର “ପପୟା” ଜର୍ମାନରେ ପ୍ରଦର୍ଶିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ଦୀପକ କୁମାର ବେଶ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ପଶ୍ଚିମବଙ୍ଗର ଜୋନା ମାର୍ଣ୍ଡିଙ୍କ ପ୍ରଯୋଜିତ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର "ପପୟା" ବାରିପଦା ଓ ତାର ଆଖପାଖ ଅଂଚଳରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଚଳଚିତ୍ରଟି ବହୁ ପୁରସ୍କାର
Read More...