Daily Archives

ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ ହେବେ ଜିତେନ୍ଦ୍ର ହେର୍ଣ୍ଣା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ୧୧ ନଂ ୱାର୍ଡର ସଭ୍ୟ ଜିତେନ୍ଦ୍ର ହେର୍ଣ୍ଣା ଦାୟିତ୍ୱ ଗ୍ରହଣ କରିବେ ବୋଲି ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୧୬/ ତା. ୦୮. ୦୫. ୨୦୨୫
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୁଡୁକା ଶାଖାକୁ ତାଲା ଭାଙ୍ଗି ପଶିବା ଅଭିଯୋଗରେ ଯୁବକ ଗିରଫ

ଆଗଲପରୁ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଭିତରକୁ ତାଲା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଡୁଡୁକା ଗ୍ରାମର ଅଜିତ ଦାସକୁ ଆଗଲପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୂତାବକ ଡୁଡୁକା ଗ୍ରାମର ଅଜିତ
Read More...

ହୀରାକୁଦ ଡ୍ୟାମ୍‌ର ବଢିଲା ସୁରକ୍ଷା : ପର୍ଯ୍ୟଟକଙ୍କୁ ବାରଣ

ସମ୍ବଲପୁର : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବଢିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ବ୍ୟବସ୍ଥା। ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ମନା । ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅତ୍ୟାଧୁନିକ
Read More...

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲ : ଓକିଲଙ୍କ ଆର୍ଗୁମେଣ୍ଟରେ ଜବାବ ରଖିଲେ ଅଭିଯୁକ୍ତଙ୍କ ଓକିଲ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ
Read More...

ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ : ଭାରତର ୨୪ ସହରକୁ କରିଥିଲା ଟାର୍ଗେଟ୍

ନୂଆଦିଲ୍ଲୀ : ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି । ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା । ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି
Read More...

ଓଡ଼ିଶାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ : ଯୋଗଦେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ଓଡ଼ିଶାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ । ସେପଟେ ଭାରତ-ପାକିସ୍ତାନ
Read More...

ବଲାଙ୍ଗିର ଗସ୍ତରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟପାଳ ଡ଼.ହରିବାବୁ କମ୍ଭମ ପତି ଦିନିକିଆ ଗସ୍ତରେ ଆସୁଛନ୍ତି । ସେ ୮ ତାରିଖ ଅପରାହ୍ନ ୩ଟାରେ ଖପ୍ରାଖୋଲ ଥାନା ମହରାପଦର ହାଇସ୍କୁଲ ପଡ଼ିଆରେ ଓହ୍ଲାଇବେ । ସେଠାରେ ସେ ଖପ୍ରାଖୋଲ ପାନ୍ଥନିବାସକୁ ଯିବେ । ପରେ ସଂଧ୍ୟା ୬ଟାରେ
Read More...

ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା : ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି

ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି
Read More...

ସାନ୍ତାଳୀ ଭାଷାରେ ଛବିଳ ‘ବର୍ଣ୍ଣବୋଧ’

କଟକ : ସନ୍ତାଳୀ ଭାଷାରେ ପ୍ରକାଶ ପାଇବାକୁ ଯାଉଛି ଛବିଳ ‘ବର୍ଣ୍ଣବୋଧ’ । ଆସନ୍ତା କିଛି ଦିନ ଭିତରେ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ପ୍ରାନ୍ତୀୟ ତଥା ଆଦିବାସୀ ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବ । ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ଏଭଳି ଅଭିନବ ଉଦ୍ୟମ ଆରମ୍ଭ
Read More...

ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢିଲା : ଭୁବନେଶ୍ୱର ଏୟାରପୋର୍ଟରେ ହାଇ ଆଲର୍ଟ

ଭୁବେନେଶ୍ୱର : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି
Read More...