ବାଇକ୍ ଉପରେ ଚଢିଗଲା ବସ : ଜଣେ ମୃତ
ପାରାଦୀପ : ପାରାଦୀପ ତାରେଣୀଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଉପରେ ଚଢିଗଲା ବସ । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଅଜିତ ହେମ୍ବ୍ରମ । ମୟୂରଭଞ୍ଜ ଜିଲ୍ଲାର ଅଜିତ!-->…
Read More...
Read More...