Daily Archives

ପଦ ଗଲା ପାଣି ବାହାରିପାରିଲା ନାହିଁ : ୩ବର୍ଷ ହେଲା ନଳକୁପ ଖୋଲା ହୋଇ ଖୋଲା ରହିଗଲା

ସାଲୁଜାଙ୍କ କାର୍ଯ୍ୟବୋଲି କଲାନାହିଁ ପ୍ରଶାସନ ତୁରେକେଲା, (ପିତାମ୍ବର ଦୀପ) ତୁରେକେଲ ବ୍ଲକ ବଡ଼ଡ଼ା କଳା ପଂଚାୟତର ନାଗଫେଣା ଗାଁ । ୧୫୦୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ପିଇବା ପାଣିର ଘୋର ଅସୁବିଧା, ଲୋକେ କୁଅଁ, ଝରଣା ପାଣି ପିଉଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତସପନ
Read More...

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପ୍ରକାଶ ମଗଦୁମ

ନୂଆଦିଲ୍ଲୀ, (ପିଆଇବି) : ପ୍ରକାଶ ମଗଦୁମ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମଗଦୁମ ଜଣେ ୧୯୯୯ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ଏହା ପୂର୍ବରୁ, ଶ୍ରୀ ମଗଦୁମ ଅହମ୍ମଦାବାଦରେ ପତ୍ର ସୂଚନା
Read More...

ଚାଷୀ ନେତା ସଦାନନ୍ଦ ପୁଝାରୀଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଚାଷୀ ସଂଗଠନର ବରିଷ୍ଠ ସଦସ୍ୟ ସଦାନନ୍ଦ ପୂଝାରୀଙ୍କ ଆଜି ସକାଳେ ବରଗଡ଼ର ଏକ ଘରୋଇ ନର୍ସିଂ ହୋମରେ ପରଲୋକ ହୋଇଯାଇଛି । କିଛି ଦିନ ପୂର୍ବରୁ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
Read More...

ଅବସରପ୍ରାପ୍ତ ଶିକ୍ଷକ ବିଜୟ ମହାନ୍ତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ମହାନ୍ତି (୮୫) ସୋମବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ମହାନ୍ତି ନିଜ ଗାଁ ଦୀର୍ଘଦିନ ଧରି ଶିକ୍ଷକତା କରି ଅବସର ନେଇଥିଲେ । ତାଙ୍କ ମୃତ୍ୟୁ
Read More...