ଘରେ ଶୋଇଥିବା ବେଳେ କାମୁଡିଲା ସାପ
ତେଲକୋଇ : ଘରେ ଶୋଇଥିବା ବେଳେ କାମୁଡିଲା ସାପ । ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ କୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କୃଷ୍ଣପୁର ଗାଁରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ!-->…
Read More...
Read More...