Daily Archives

JMKCC ସମ୍ବଲପୁରକୁ ହରାଇ ରିଙ୍କୁ ଅଜୁବା-୧୧ ପଦ୍ମପୁର ଚମ୍ପିୟାନ

ଗାଇସିଲଟ, (ପୁସ୍ତମ୍ ଯଆଡ଼ି ) : ୨ୟ ବର୍ଷ ରାଜ୍ୟସ୍ତରୀୟ ରାତ୍ରିକାଳୀନ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁତିବାହାଲ୍ ସ୍ଥାନୀୟ ମାଁ ଆଗଲପୁରିଏନ୍ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୮ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ JMKCC ସମ୍ବଲପୁର ଓ ଋଙ୍କୁ
Read More...

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧୀ ସଫେଇ ଅଭିଯାନ

ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀଙ୍କୁ ମାରଣାସ୍ତ୍ର ସହ ଗିରଫ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ୟାକାଣ୍ଡ ହତ୍ୟା ଉଦ୍ୟମ ସାଙ୍ଗକୁ ଡକାୟତ, ଚୋରି, ଲୁଟ ରାହାଜାନୀ ଭଳି ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ବିଜାଖମନ ଠାରେ ସଭାପତି ଅକ୍ଷୟ କୁମାର ରଣାଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜରେ ସମସ୍ତ ପରିବାରର ପୁଅ ଝିଅ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ସଚେତନତା କରାଯାଇଥିଲା । ଏହାକୁ
Read More...

ଓଭର ବ୍ରିଜ୍ ଉପରୁ ୫୦ ଫୁଟ ତଳକୁ ଖସିଲା ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର

ରାୟଗଡା : ବକ୍ସାଇଟ୍ ବୋଝେଇ ଟ୍ୟାଙ୍କରଟି କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟର ଆସୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର । ରାୟଗଡା ସହରର
Read More...

ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଟିଟିଲାଗଡ଼ରେ ‘ପ୍ରେରଣା ସମର କ୍ୟାମ୍ପ’ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରେରଣା ସମର କ୍ୟାମ୍ପର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଆମେ ଆପଣମାନଙ୍କ ପିଲାମାନଙ୍କ ଭିତରେ ସେହି ମୂଲ୍ୟବୋଧ ବିକାଶ କରିବା ଯାହା ଆଜିର ସମୟରେ ହଜିଯାଇଛି । ଆଜି ଶିକ୍ଷାର କେହି ଅଭାବ ନାହିଁ, ଭଲ ମାର୍କ୍ସ ଆଣିବା କୌଣସି ଦୁର୍ଲଭ କଥା ନୁହେଁ । ଅନେକ ଭଲ
Read More...

ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ : ଦେହରେ ରହିଛି ଅନେକ କ୍ଷତ ଚିହ୍ନ

ମୟୁରଭଞ୍ଜ : ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ । ଦେହରେ ରହିଛି ଅନେକ କ୍ଷତ ଚିହ୍ନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ
Read More...

ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ବନ୍ଧୁକ ଦେଖାଇ ଘରେ ପଶି ସୁନା ଅଳଙ୍କାର ଓ ମୋବାଇଲ ଲୁଟି ନେଇଥିବା ଘଟଣାରେ ୭ ଗିରଫ । ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପୋଲିସ । ମଙ୍ଗଳପୁର ଥାନାରେ ଦୀର୍ଘଦିନ ହେବ ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାୟ
Read More...

ଆଧ୍ୟାତ୍ମିକ ଚେତନା ରହିଲେ କାଳଜୟୀ ସାହିତ୍ୟ ସୃଷ୍ଟି ହେବ : ଡ. କାନୁନ୍‌ଗୋ

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ରାଉରକେଲା, (ସସ୍ମିତା ପ୍ରଧାନ) : ଆଧ୍ୟାତ୍ମିକ ଚେତନାରୁ ଆମେ ଦୂରେଇ ଯାଉଥିବାରୁ ଓଡ଼ିଆ ସାହିତ୍ୟରେ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇପାରୁନାହିଁ । ଆମ ଭାଷା ରଙ୍ଗ ହେଲେ ଆମ ସାହିତ୍ୟ ହେଉଛି ତା’ର ବିବିଧତା ବୋଲି ବିଶିଷ୍ଟ
Read More...

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳମନ୍ତ୍ର : ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରଘୁନାଥପଲ୍ଲୀ ଅନ୍ତର୍ଗତ ଆମ୍ବେଦକର ମଣ୍ଡଳର କାର୍ଯ୍ୟକ୍ରମ "ନାସ୍ତେ ପେ ଚର୍ଚ୍ଚା," ସେକ୍ଟର -୧୭ ସ୍ଥିତ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି
Read More...

ପ୍ରସିଦ୍ଧ ବୈଶାଖମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି : କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ
Read More...