“କଣ୍ଟାବାଞ୍ଜିରେ ଏସ.ୟୁ.ଜେ ପକ୍ଷରୁ” ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗିର ଜିଲ୍ଲା ଉପସଭାପତି ରୋହନ କୁମାର ମହତଙ୍କ ନେତୃତ୍ୱରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗଣମାଧ୍ୟମ!-->…
Read More...
Read More...