ଦେଓଗାଁ ଚିନିକଳ ନିକଟରେ ଅକ୍ଷୟ ତୃତୀୟ ଉପଲକ୍ଷେ ଅଖି ମୁଠି ଅନୁକୂଳ
ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ଅନୁକୂଲ୍ୟରେ ଅକ୍ଷୟ ତୃତୀୟା ଆଖି ମୁଠି ଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଭିନ ସଂଗଠନ ଯୋଗ ଦେଇଥିଲେ ।!-->…
Read More...
Read More...