ପବିତ୍ର ଶ୍ରୀରାମ ନବମୀ ଅବସରରେ ‘ବିଶାଳ ବାଇକ ରାଲି’ରେ ସାମିଲ ହେଲେ ମନ୍ତ୍ରୀ ମୁକେଶ
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ଶ୍ରୀରାମ ନବମୀ ଅବସରରେ ହୋଇଥିବା ଏକ ବିଶାଳ ବାଇକ ରାଲି'ରେ ସାମିଲ ହେବା ସହ ସରଗାଡରୁ ବାହାରି ତଲିଉଡ଼ାର ପର୍ଯ୍ୟନ୍ତ ନଗର ପରିକ୍ରମା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ ।!-->…
Read More...
Read More...