Monthly Archives

April 2025

ବିଶ୍ଵ ବନ୍ଦନୀୟା ମାଁ ତାରାତାରିଣୀଙ୍କ ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ଵବନ୍ଦନୀୟା ମାଁ ତାରାତାରିଣୀଙ୍କ ପବିତ୍ର ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହେଇଯାଇଛି । ମାଁ ତାରାତାରିଣୀଙ୍କ ଚୈତ୍ରପର୍ବର ଶେଷ ଚତୁର୍ଥ ପାଳି ମଧ୍ୟ ଭକ୍ତ ମାନଙ୍କ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ତୃତୀୟ ଦିବସ

ବ୍ଲାଷ୍ଟର ଓ ତୁଷାର ରୟାଲ କିଙ୍ଗ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ଆମ୍ବେଦକର ୱାରିୟର ଓ ବ୍ଲାଷ୍ଟର ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ଦଳ ପ୍ରଥମେ ବ୍ୟାଟିଂ କରି
Read More...

ଲବଣାକ୍ତ ଜଳରୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଆଇ.ଆର୍.ଇ.ଏଲ୍‌ର ଏକ ଯୁଗାନ୍ତକାରୀ ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମୁଦ୍ର ଜଳରୁ ଲବଣାକ୍ତ ଅଂଶ ନିଷ୍କାସନ କରି ଜୀବାଣୁ ମୁକ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବା ନିମନ୍ତେ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ)ର ବଳିଷ୍ଠ ପଦକ୍ଷେପ ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମତବ୍ୟକ୍ତ
Read More...

ବାଙ୍କୀପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷାସଚେତନତା ରଥ ପରିକ୍ରମା କରି ଶୈକ୍ଷିକ ବାତାବରଣର ମାହୋଲ ସୃଷ୍ଟିକରିବା ସହ ନୂତନ ଶିକ୍ଷା ବର୍ଷ ପ୍ରାରମ୍ଭର ବିଗୁଲ ଫୁଙ୍କିଛି । ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଶେଷ ଦିନରେ ବାଙ୍କୀପାଲି ସିଆରସିସି ସୁନୀଲ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ୮ମ ଦିବସରେ ରକ୍ତଦାନ ଦିବସ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ୧ ଏପ୍ରିଲ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ
Read More...

ସ୍ୱେଚ୍ଛାସେବୀଙ୍କ ସକ୍ରୀୟତାରେ ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ଯାତ୍ରା ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନନ୍ୟ ସେବା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି, ସ୍ୱେଚ୍ଛାସେବୀ ଗୋଷ୍ଠୀ ଯାହାଙ୍କ ତ୍ୟାଗ ଅନନ୍ୟତାର ଉଦାହରଣ ସୃଷ୍ଟି କରିଛି । ଚଇତି ଯାତ୍ରାର ଶେଷ ପାଳିରେ ଗଞ୍ଜାମ ଅଧିଷ୍ଠାତ୍ରୀ ମାଁ ତାରାତାରିଣୀ ମାଁ ଦୁର୍ଗା ରୂପେ ବେଶ ଧାରଣ କରିଥିବା ବେଳେ ଏହି
Read More...

ରାମଜୀ ନାଟକ ସଂସଦର ସର୍ବପୁରାତନ ରାମଲୀଳା ଉଦ୍‌ଘାଟନ

ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣପ୍ରଥମ ଦିନରେ ଶିବଙ୍କ ଭୂମିକାରେ ଡା. ପଟେଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଦୀର୍ଘ ବର୍ଷ ହେବ ସର୍ବ ପୁରାତନ ରାମଲୀଳା ଆୟୋଜନ କରି ଆସୁଥିବା ବେଳେ ଗତ ରବିବାର ଦିନ ରାମନବମୀ ଅବସରରେ ସହର ପରିକ୍ରମା କରି ରାମଜୀ
Read More...

ବନଦୁର୍ଗା ମହୋତ୍ସବ ଉଦ୍‌ଘାଟନ କଲେ ନରସିଂହ

ଲୋକଙ୍କ ଏକତା ସମସ୍ୟାର ସମାଧାନ କରିବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପାଦଦେଶରେ ବନଦୁର୍ଗା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ସକାଳୁ ପ୍ରଥମେ ବନଦୁର୍ଗାଙ୍କ ଦେହେରୀ ଏବଂ ସାଥୀ ଆର୍‌.ଆର୍‌. କଲୋନୀ ଗଡଶଙ୍କର
Read More...

ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଭଞ୍ଜନଗର କଵି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ସ୍ୱେଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ
Read More...

ଭାରତୀୟ କିସାନ ସଂଘ୍ ବରଗଡ଼ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଳ ତହସିଲଦାରଙ୍କୁ ଦାବି ପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ କିସାନ ସଂଘ ବରଗଡ଼ ଜିଲ୍ଲା ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପାଇକମାଲ ତହସିଲଦାରଙ୍କ ଜରିଆରେ ଏକ ୬ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଧାନ କିଣା ବିକା ପ୍ରକ୍ରିୟାକୁ ଜଟିଳ ନକରି ଅଣ
Read More...