Monthly Archives

April 2025

ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଏବଂ ପର୍ତ୍ତୁଗାଲ ସଂସଦର ଅଧ୍ୟକ୍ଷଙ୍କୁ ସାକ୍ଷତ କରିଛନ୍ତି ରାଷ୍ଟ୍ରପତି

ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସ୍ୱାଗତ ସମାରୋହରେ ସମ୍ବୋଧିତ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ନୂଆଦିଲ୍ଲୀ, (ପିଆଇବି) : ପର୍ତ୍ତୁଗାଲ ଗସ୍ତର ଶେଷ ଦିନ (ଏପ୍ରିଲ ୮, ୨୦୨୫)ରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ
Read More...

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ୟାତ୍ମିକ ଉତ୍ସବ

ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ୟାତ୍ମିକ ଉତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରେତୟା ଯୁଗର ଭଗବାନ ଶ୍ରୀରାମଚନ୍ଦ୍ର ଓ ଭକ୍ତ ଶ୍ରୀହନୁମାନଙ୍କ ବଳିଷ୍ଠ କାହାଣୀକୁ ନେଇ ରଚିତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ଭକ୍ତମାନଙ୍କ ହୃଦୟକୁ ବେଶ୍ ସ୍ପର୍ଶ କରୁଥିବା ବେଳେ
Read More...

ବିଜେଡିକୁ ବଡ଼ ଝଟକା ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ବିଜେପିରେ ସାମିଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତିରେ ପୁଣି ହଟଚମଟ । ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆରୋପ ପ୍ରତ୍ୟାରୋପର ଅନ୍ତଘଟିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁପ୍ରାଣିତ
Read More...

ମୁରିବାହାଲ ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ : ବିଦ୍ୟାଧର ସଭାପତି ଓ ଜିତେନ ସମ୍ପାଦକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବ୍ୟାପକ ବିଚାର ବିମର୍ଶ ପରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଏଥିରେ
Read More...

ମାଁଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଓଡ଼ିଶାର ମାଁ ତାରାତାରିଣୀଙ୍କ ଦ୍ୱିତୀୟ ପୀଠରେ ଅବସ୍ଥିତ ଥିବା ମାିଁଙ୍କ ନବକଳେବର ହେବା ସହ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁଅଛି । ଏହା ଶିଳ୍ପାଞ୍ଚଳଠାରୁ ଆରମ୍ଭ କରି ଝିରପାଣି, ଜଗଦା, କୋଏଲ ନଗର, ଇସ୍ପାତ ସହରାଞ୍ଚଳ, ଛେଣ୍ଡ କଲୋନୀ
Read More...

ବାଉଁଶ ବୁଦା ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ହଇଚଇ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ନେଗିପାଲି ନର୍ସରୀ କଡ ବାଉଁଶବୁଦା ନିକଟରୁ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୂତାବକ ଜଣେ ବ୍ୟକ୍ତି ସକାଳ ୭ଟା ସମୟରେ ରୁଗୁଡିଖାଲ ପଟୁ ନେଗିପାଲି
Read More...

ଅଭିନୟ କଳା କର୍ମଶାଳା ଆସନ୍ତା ୧୭ ଯାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଭିନୟ କଳା କର୍ମଶାଳା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ପ୍ରଧାନ
Read More...

ଲୁଆକେରା-ସାନଦଲକୀ ବ୍ରିଜର ନିର୍ମାଣ କାର୍ଯ୍ୟ

ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ଦେଇ ଯାଇଥିବା କୋଏଲ ନଦୀ ଏବଂ ଜଲଦା ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ସ୍ଥାନୀୟ
Read More...

ବ୍ଲକ ସ୍କୁଲ କ୍ରୀଡା ସଙ୍ଘ ତରଫରୁ ବାର୍ଷିକ ସମୀକ୍ଷା ବୈଠକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ଫୁଳକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ସଭା ଅବସରରେ ମୁଖ୍ୟ ଅତିଥି ଭାବରେ ଡିପିଇଓ ପ୍ରଦୀପ କୁମାର ପାତ୍ର ଓ ଖପ୍ରାଖୋଲ
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ୟୁନିଫାଏଡ୍ ଅଟୋମେଟନ୍ ସିଷ୍ଟମ ତାଲିମ ଶିବିର ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ରମେଶ
Read More...