Monthly Archives

April 2025

ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସରବତ ବଣ୍ଟନ : କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ଟିଟିଲାଗଡ଼ ସହର ଉତ୍ତପ୍ତ ସହର ଭାବେ ପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରାକୁ ଆଖିରେ ରଖି ଲୋକଙ୍କୁ ଟିକିଏ ଥଣ୍ଡା ପାନୀୟ ଜଳ ଦେବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ୧୯ଟି ଜଳଛତ୍ର ଖୋଲାଯାଇଛି । ଏନେଇ ଆଜି ସ୍ଥାନୀୟ ଜଗନ୍ନାଥ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ପାଳନର ୧୧ତମ ଦିବସରେ "ଯୁବ ଲେଖକ ସମ୍ମିଳନୀ " ଆୟୋଜିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମହିଳା
Read More...

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା । ବାଲିଗୁଡାର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡାର ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି ।
Read More...

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ପକ୍ଷ ପାଳନ ଦିବସ ଅବସରରେ ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡାରେ ଜିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ ପକ୍ଷରୁ " ଲୋକକଳା ପାଇଁ ଦିନଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର
Read More...

ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା

ଭୁବନେଶ୍ୱର : ରାଜ୍ୟରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯
Read More...

ସିଲିଂ ଫ୍ୟାନରେ ଝୁଲି ପଡ଼ିଲେ ଯବାନ

ବଲାଙ୍ଗିର, (କେପିଏନ୍‌ଏନ୍‌) : ବି.ଏସ.ଏଫ ଯବାନ ଭାବରେ ଗତ କିଛି ବର୍ଷ ହେଲା ଚାକିରୀ କରୁଥିଲେ । ହେଲେ ଚାକିରୀରୁ କିଛି ଦିନ ତଳେ ଛୁଟିରେ ବଲାଙ୍ଗିରକୁ ଆସିଥିଲେ । ଆଉ ଗତକାଲି କୌଣସି କାରଣ ବଶତଃ ସିଲିଂ ଫ୍ୟାନରେ ଝୁଲି ପଡ଼ିଥିଲେ ଯବାନ । ବି.ଏସ୍‌.ଏଫ୍‌ ଯବାନ ଜଣକ ୨୫ ବର୍ଷୀୟ ବ୍ୟାସଦେବ
Read More...

ଘୋରଡିଆର ଦୟଣାଚୋରୀ ଯାତ୍ରା

ଦିଲ୍ଲୀପ କୁମାର ଧାଉଡିଆ ବାରମାସରେ ତେରଯାତ୍ରାର ଅପୂର୍ବ ସମାରୋହରେ ସୁସଜ୍ଜିତ ଓଡିଶାର ସଂସ୍କୃତି । ସେ ଠାକୁରାଣୀ ଯାତ୍ରା ହେଉ ଅଥବା ହରିରାଜପୁରର ମେଲଣ ହେଉ ନଥବା ଦୟଣାଚୋରୀ ଯାତ୍ରା ହେଉ ଓଡିଆ ସାମାଜିକ ଜୀବନର ସ୍ପଷ୍ଟ ଛବି ପ୍ରତିଫଳିତ ହୁଏ ବିଭିନ୍ନ ମେଳଣ ବା ଯାତ୍ରାରେ ଯାହାକି
Read More...

ପିପିଲିରେ ବୋମାମାଡ଼ : ୩ ଜଣ ଆହତ

ପିପିଲି : ବିଳମ୍ବିତ ରାତିରେ ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ରେ ୩ ଜଣ ଆହତ । ବୋମାମାଡ଼ କରିବା ସମୟରେ ହାତରେ ବୋମା ଫୁଟିବାରୁ ଜଣେ ଯୁବକ ଗୁରୁତର ।ତାକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି, ଗତକାଲି ରାତିରେ ଜମାଲପୁର ଗାଁରେ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକ କଳା ସାଂସ୍କୃତିକ ସମ୍ମିଳନୀ

ଗଞ୍ଜାମ ଜିଲ୍ଲାରେ ୬୭ ଟି ପ୍ରକାର ନୃତ୍ୟ, ନାଟ୍ୟ-ଲୀଳା, ନାଟକ ଆଦି ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ସାଂସ୍କୃତିକ ସମ୍ମିଳନୀ ଏବଂ ଲୋକକଳା ଗୁରୁ, ସଂଗଠକ, ଅଧିକାରୀଙ୍କୁ ମେଗା ମଞ୍ଚରେ ସମ୍ୱର୍ଦ୍ଧିତ ସମାରୋହରେ ଗୁରୁବାର ଛତ୍ରପୁର ସ୍ଥିତ
Read More...

ଗୁଜରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦ୍‌ଘାଟନୀ ଅଧିବେଶନକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ବ୍ୟବସ୍ଥା, ବିକାଶମୂଳକ ପଦକ୍ଷେପ ଏବଂ ବିଶ୍ୱରେ ଅଗ୍ରଣୀ ହେବାର ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରିଛିବିଶ୍ୱ ଅର୍ଥ ବ୍ୟବସ୍ଥାର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରୁଥିବା ଗୁଜରାଟ ଦେଶର ବିକାଶରେ
Read More...