Monthly Archives

April 2025

ଓଡ଼ିଶାର ପ୍ରାଣ : ଲୋକକଳା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ଅବସରରେ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ତରଫରୁ ମାସିକ ସାରସ୍ୱତ ସମାବେଶରେ 'ଓଡ଼ିଶାର ପ୍ରାଣ ଲୋକକଳା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର
Read More...

ସର୍ବ ପୁରାତନ ରାମଲୀଳାର ଅଯୋଧ୍ୟା କାଣ୍ଡ ଆରମ୍ଭ

ଶିବଧନୁ ଭଙ୍ଗ, ସୀତା ବିବାହ, ମନ୍ଥରାର କୁଟନୀତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଜଗନ୍ନାଥ ପଡାରେ ହେଉଥିବା ନାଟକ ଅଯୋଧ୍ୟା କାଣ୍ଡ ଆରମ୍ଭ ହୋଇଥିବା ବେଳେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ସଦାଶିବ ରଚିତ କଣ୍ଠରେ ଗୀତ ଓ ନାଟକ ଆୟୋଜିତ ହୋଇଛି । ଶିବ
Read More...

କେସିଙ୍ଗା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ପ୍ରଥମ ଓଡ଼ିଆ ପକ୍ଷ -୨୦୨୫ ଅବସରରେ ଆଜି ଯୁବ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଆନନ୍ଦ
Read More...

ଯୁବ ଚାଷୀ ତଥା ମୃଦଙ୍ଗ ବାୟକ ସଞ୍ଜୀବ ଥପାଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ନୁଆ ସରସରା ନିବାସୀ ଜଣେ ଯୁବ ଚାଷୀ ତଥା ସଙ୍କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ବାୟକ ସଞ୍ଜୀବ ଥପା (୨୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଗତ ୯ ତାରିଖ ଦିନ ସଞ୍ଜୀବ ତାଙ୍କ ଧାନ କ୍ଷେତରୁ କାମ ସାରି ବିଳମ୍ବିତ
Read More...

ପ୍ରେସ୍‌ମିଟରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାପା ପୁଅ ମିଶି ଭିଆଇଲେ ହତ୍ୟାକାଣ୍ଡ । ପିଟିପିଟି ଗାଁ ଦାଣ୍ଡରେ ନେଇଗଲେ ଯୁବକଙ୍କ ଜୀବନ । ଏଭଳି ଘଟଣା ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସରଗାଡ଼ ଠାରେ ଘଟିଛି । ୨୪ ଘଣ୍ଟା ଭିତରେ ବଲାଙ୍ଗିର ସଦର ପୋଲିସ ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି
Read More...

ବେଲପଡ଼ା ପଞ୍ଚାୟତ ଠାରେ ଆୟୁଷ୍ମାନ ଯୋଜନାର କାର୍ଡ଼ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଏବଂ ଦେଶର ୭୦ ବର୍ଷରୁ ଉଦ୍ଦ୍ୱ ବୟସର ବ୍ୟକ୍ତିଙ୍କ
Read More...

ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ବୁଡି ଅଂଚଳର ସମୃଦ୍ଧ ଐତିହ୍ୟ, କଳା ସଂସ୍କୃତିର ପୁନଃଉଦ୍ଧାର ହେଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍‌ ମାଗୁରବେଡା ସ୍ଥିତ ପଡିଆରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସଭାପତି ସଂଜୟ ଗଡତ୍ୟାଙ୍କ ସ୍ୱାଗତ
Read More...

ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଡୁମାଳ ସମାଜ ଏବଂ ମା ମାହେଶ୍ୱରୀ ସେନା ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟ ସିରୋମଣି ଝସକେତନ ଗୁରୁ ଆୟୁର୍ବେଦ ଦ୍ୱାରା ସମସ୍ତ ରୋଗର
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଷଷ୍ଠ ଦିବସ ତୁଷାର ରୟାଲ କିଙ୍ଗ ଓ ସ୍ୱରାଜ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଷଷ୍ଠ ଦିବସର ପ୍ରଥମ ମ୍ୟାଚଟି ତୁଷାର ରୟାଲ କିଙ୍ଗ ଓ ବ୍ଲାଷ୍ଟର ମଧ୍ୟରେ ହୋଇଥିଲା । ତୁଷାର ରୟାଲ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୦ ରନ୍‌ ସଂଗ୍ରହ କରିଥିଲେ ।
Read More...

ହରିଶଙ୍କର ବୈଶାଖ ମେଳା ୫ ଦିନ କରିବାକୁ ଦାବି : ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ଗନ୍ଧମାର୍ଦ୍ଧନ ପାହାଡ ତଳେ ହରି ଓ ଶଙ୍କରଙ୍କ ମିଳନ ହେଉଥିବା ସ୍ଥାନରେ ଗତ ମଇ ମାସରୁ ବୈଶାଖ ମେଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନ ଆୟୋଜନ କରୁଛି । ତେବେ ଦେଖିବାକୁ ମିଳୁଛି ଯେ ନୃସିଂହନାଥ ମନ୍ଦିରରେ
Read More...