ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ନୂଆପଡା : ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କଲା ନୂଆପଡା!-->…
Read More...
Read More...