Monthly Archives

April 2025

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନରେନ୍ଦ୍ରଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । ଡାକ୍ତର ଜଣକ ହେଲେ ନରେନ୍ଦ୍ର ତ୍ରିପାଠୀ । ମଙ୍ଗଳବାର ସମୟ ପ୍ରାୟ ଦଶଟା ତିରିଶ ମିନିଟ ପାଖା ପାଖି ବୁକୁରାମୁଣ୍ଡା
Read More...

ବଲାଙ୍ଗିର ଶାନ୍ତିପଡା ଛକ ଠାରେ ସମ୍ପୁର୍ଣ୍ଣା ଅନୁଷ୍ଠାନ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଛକ ଠାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାଁ ଜଳଛତ୍ର ମଧ୍ୟ ଉଦ୍‌ଘାଟନ ହୋଇଯାଇଛି । ମହିଳାମାନଙ୍କୁ ନେଇ ଗଠିତ ସମ୍ପୁର୍ଣ୍ଣା ଏନ୍‌ଜିଓର ସଭାପତି ସନ୍ତୋଷୀ ମେହେରଙ୍କ ତତ୍ତ୍ୱାବଧାନରେ ତାଙ୍କ ସଂପାଦକ ସଂଜଳି ଶତପଥି, ସଭ୍ୟ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି କୁଆପଥର ବର୍ଷା ପ୍ରଭାବିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି୨୦୨୪-୨୫ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‍ ଅଧିନରେ ୨୦,୨୬୪.୪୦ କୋଟି ଏବଂ
Read More...

ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ

ବରଗଡ, (ମୁନ୍ନା ସାହୁ) : ସୋମବାର ବରଗଡ଼ରେ ଥିବା ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟଳେୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ । ବରଗଡ଼ ସହରରେ ଥିବା ବନ୍ଧଗୁଡ଼ିକ ବର୍ତ୍ତମାନ ବହୁତ ଖରାପ ଅବସ୍ଥାରେ ରହିଥିବା ବେଳେ ବହୁ ବନ୍ଧକୁ ଜବର ଦଖଲ କରି ପ୍ଲଟିଙ୍ଗ
Read More...

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ
Read More...

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ.ଏଫ.ଆଇ ପକ୍ଷରୁ ଗତ ସପ୍ତାହରେ ଜାମ୍ମୁ କାଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ନିରୀହ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର
Read More...

ଗଞ୍ଜାମ ଆର୍ମସ ଗାର୍ଡ ସଂଘର ମାସିକ ବୈଠକ ଅନୁଷ୍ଠିତ : ଆଇନ ପରାମର୍ଶଦାତା ଭାବେ ଏନ. ଗୋପୀ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍ମସ ଗାର୍ଡ ସଂଘର ବୈଠକ ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ମା' ଗୋଜବାୟାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘ ର ସଭାପତି ଯୋଗେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ବର୍ଷାୟାନ୍ ଶିକ୍ଷକ ଦିବାକର ବିଶ୍ୱାଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୨୬ ବର୍ଷ ଶିକ୍ଷକତା କରି ସୁନାମ ଅର୍ଜନ କରି ବୟସର ଅପରାହ୍ନରେ ପାଦଥାପି ଥିବା ବେରବୋଇ ଗାଁର ଆଦର୍ଶ ଶିକ୍ଷକ ଦିବାକର ବିଶ୍ୱାଳଙ୍କୁ ବାର୍ଷିକ ଉତ୍ସବ ମଞ୍ଚରେ ଅନନ୍ୟ ସମ୍ବର୍ଦ୍ଧନାରେ
Read More...

ରକ୍ତଦାନ ଶିିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଅବସରରେ ଆଜି ରାଉରକେଲା ସରକାରୀ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମବାୟର ମୂଲ୍ୟବୋଧକୁ ପ୍ରତ୍ୟେକ ସ୍ତରରେ ଆଦୃତ କରି ବୈଷମ୍ୟବିହୀନ ଓ ଶ୍ରେଣୀହୀନ ସମାଜ ଗଠନ ତଥା
Read More...

ୟୁଗମ ଇନୋଭେସନ କନକ୍ଲେଭ – ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରୁଛୁ - ପ୍ରଧାନମନ୍ତ୍ରୀଦେଶର ଯୁବବର୍ଗଙ୍କ ମଧ୍ୟରେ ଇନୋଭେସନ ପରମ୍ପରାକୁ ବଢାଇବ - ଧର୍ମେନ୍ଦ୍ର ପ୍ରଧାନଦେଶର ଭବିଷ୍ୟତ ଦେଶର ଯୁବପିଢିଙ୍କ ଉପରେ ନିର୍ଭରଶୀଳୟୁଗମ ଇନୋଭେସନ କନକ୍ଲେଭ ‘ବିକଶିତ ଭାରତ’ର
Read More...