ମାଳି ପର୍ବତରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା
କୋରାପୁଟ, (ସୁନାମ ହନ୍ତାଳ) : ମାଳି ପର୍ବତରେ ମହାସମାରୋହରେ ପାଳନ ହେଲା ମା ପାକୁଳି ଦେବୀ ଡଙ୍ଗର ଯାତ୍ରା । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ମାଳି ପର୍ବତ ଉପରେ ଏକ ପୁରାତନ ପ୍ରାକୃତିକ ଗୁମ୍ଫା ରହିଛି ଏବଂ ଏହି ଗୁମ୍ଫାରେ ଅଂଚଳର ହଜାର ହାଜର ଆଦିବାସୀମାନେ ଚାଷ!-->…
Read More...
Read More...