Monthly Archives

April 2025

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ସିଏମ୍‌ କିଷାନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଦର ବ୍ଲକ୍ ଅନ୍ତର୍ଗତ କିରେଇ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ମହାରାଜ ବିରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଆ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ୱୀକାର କରାଯାଇ ନପାରେ । ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ
Read More...

ଭଗବାନ ପର୍ଶୁରାମ ଜୟନ୍ତୀରେ ଅବସରରେ ବିଶାଳ ଶୋଭାଯାତ୍ରା

ପର୍ଶୁ ଓ ତ୍ରୀଶୁଳ ପ୍ରଦର୍ଶନ ବଲାଙ୍ଗୀର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ଓ ପର୍ଶୁରାମ ଜୟନ୍ତୀ କମିଟି ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଯଜ୍ଞ ଓ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା
Read More...

ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ଇମ୍ଫୋଭାଲି ଥାନା ମଦନପୁରରେ ବିଚ୍‌ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ୍‌ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଦନପୁର ରାସ୍ତାରେ ଜଣେ ଛାତ୍ରଙ୍କର ପୋଡ଼ି ମୃତ୍ୟୁ ହୋଇଛି ।
Read More...

କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଫୁଲେ ଚଳଚ୍ଚିତ୍ର ଲାଗୁ

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ଫୁଲେ । ଏହି ଚଳଚ୍ଚିତ୍ର ଜ୍ୟୋତି ବା ଫୁଲେ ଓ ସାବିତ୍ରୀ ବାଈ ଫୁଲେଙ୍କ କାହାଣୀକୁ ତିଆରି ହୋଇଛି । ସେମାନେ ମହିଳାଙ୍କୁ ପାଠ ପଢାଇବାକୁ କେମିତି ସଂଘର୍ଷ ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ।
Read More...

ବିଭିନ୍ନ ବିଭାଗ ପକ୍ଷରୁ ବାତ୍ୟା ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର
Read More...

ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା କୃଷି ବିକାଶ ସହକାରୀ ସମିତି ଲିମିଟେଡ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଠାରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଓ ପ୍ରମୋଦ କୁମାର
Read More...

ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାତାଲ ଡାକ୍ତରଙ୍କ ଉତ୍ପାତ । ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମ୍‌ରେ ଶୋଇଛନ୍ତି ଡାକ୍ତର । ଏଭଳି ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ
Read More...

ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେକ୍ସବାର ବଲାଙ୍ଗିର ଆନୁକୁଲ୍ୟରେ ବାଣିଜ୍ୟକର ଅଫିସ ପ୍ରାଙ୍ଗଣରେ ସଭାପତି ଶାନ୍ତନୁ କୁମାର ଭୋଇଙ୍କ ସଭାପତିତ୍ୱରେ ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା ତଥା ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଦୁଲିଚାନ୍ଦ ଅଗ୍ରୱାଲ, ରାହାସ
Read More...

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳନ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ ସଂଯୋଜନାର ଆରମ୍ଭରେ ଅନୁଷ୍ଠିତ
Read More...