Monthly Archives

April 2025

ତୁରେକେଲା ବ୍ଲକ ଥାନା ଅଞ୍ଚଳରେ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ : ପ୍ରତିଦିନ ଘଟୁଛି ଦୁର୍ଘଟଣା ପୋଲିସ ଚେକିଂ…

ନିଶାକ୍ତ ଚାଳକ ଓ ଲାଇସେନ୍ସନ ଥିବା ବାଇକ ଚାଳକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଥାନା ଅଂଚଳରେ ଦିନକୁ ଦିନ ଘଟୁଛି ଦୁର୍ଘଟଣା । ପୁଲିସ ଚେକିଂ ଓ ପାଟ୍ରୋଲିଂ ଶୁନ, ମଦ୍ୟପ ଗାଡିଚାଳକ ସହ ନାବାଳକ ବାଇକ ଚାଳକଙ୍କ ସଂଖ୍ୟା ସର୍ବାଧିକ ଯେଉଁଥି ପାଇଁ
Read More...

ବିବାଦକୁ ନେଇ ଯୁବକଙ୍କୁ ଛୁରୀ ମାଡ଼ : ଭଦ୍ରକ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ମୁରୁଣା ପଞ୍ଚାୟତ ବାଙ୍ଗୁରୁପଦା କାଳପଡ଼ା ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛନ୍ତି । ଯେଉଁଥିରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

କନ୍ଧମାଳ : ମଙ୍ଗଳବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କାମଟଣା ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନ୍ୟ ଦୁଇଜଣ
Read More...

ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ୍ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଚୋରି । କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁବୃତ୍ତ । କାଫେରେ ଥିବା ଗ୍ରାଇଣ୍ଡର, ସିଲିଣ୍ଡର, ଟପ୍ , ଅନ୍ୟାନ୍ୟ ଜିନିଷ ସହ କାଫେରେ ଥିବା ରାସନ ସାମଗ୍ରୀ ଚୋରି ହୋଇଛି ।
Read More...

ଦୋଳମୁଣ୍ଡାଇ ଛକରେ ଥିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଦୋଳମୁଣ୍ଡାଇ ଛକରେ ଅଗ୍ନିକାଣ୍ଡ । ଛକରେ ଥିବା ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଦୋକାନରେ ଥିବା ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ ସମୟରେ ନିଆଁ ଲାଗିଥିଲା । ଯାହାକୁ ଦେଖି ସ୍ଥାନୀୟ
Read More...

ମୌଳିକ ସୁବିଧାରୁ ବଞ୍ଚିତ ଠୋଙ୍ଗୋଜୁରୀ ଗାଁ କେଉଁ କାରଣରୁ ପହଞ୍ଚି ପାରୁନି ବିକାସ : ଅଭିଶପ୍ତ ଜୀବନ ବିତାଉଛନ୍ତି…

ପିଇବା ପାଣି, ରାସ୍ତା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ମୌଳିକ ସୁବିଧା ନାହିଁ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତରେ ଥିବା ଠେଙ୍ଗୋଯୁରି ଗ୍ରାମ । ଏହି ଗ୍ରାମରେ ପଡିନି ବିକାଶର ପାଦ, ନା ଅଛି ସ୍କୁଲ୍ ନା ଅଛି ରାସ୍ତା
Read More...

କାଳବୈଶାଖୀ ଦେଲା କଷ୍ଟ : ୫ଦିନ ପରେ ହେଲା ରେଙ୍ଗାଲିକୁ ବିଦ୍ୟୁତ୍ ସଂଯୋଗ

ଧାନ ଚାଷ ହେଲା ନଷ୍ଟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ରେଙ୍ଗାଲି ଗାଁଁରେ କାଳବୈଶାଖୀ ଯୋଗୁଁ ଲାଇଟ ଖୁମ୍ଵରେ ଗଛ ପଡି ଯାଇଥିବାରୁ ୫ଦିନ ଧରି ବିଦ୍ୟୁତ୍ ସରବରାହ ଠପ୍ ଥିଲା । ଫଳରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା । ଫଳରେ ପ୍ରଚଣ୍ଡ
Read More...

ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ” ଉଦଘାଟିତ

ପ୍ରଥମ ସଂଧ୍ୟାରେ ମନ ମୋହିଲା ହିନ୍ଦୀ ନାଟକ “କଥା ଏକ୍ କଂସ କି” ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ
Read More...

ଜଳୁଛି ଇଟାଭାଟି ବଢୁଛି ତାତି : ପ୍ରଶାସନର କଟକଣା ନାହିଁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ
Read More...

ବୁଧବାର ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସକାଳ ୧୦ଟାରେ କ୍ୟାବିନେଟ୍ ବୈଠକ ବସିବ । ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । କ୍ୟାବିନେଟ୍ ବୈଠକରେ
Read More...