Monthly Archives

April 2025

ବଲାଙ୍ଗିରରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଉଦ୍‌ଘାଟନ କଲେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦର ମହକୁମା ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସପିଟାଲ ପେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡ଼ ମୁକେଶ
Read More...

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଭାରତୀୟ ପର୍ଯ୍ୟଟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା…

ବରଗଡ଼, (ମୁନ୍ନା ସାହୁ) : କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାଣ ହରାଇ ଥିବା ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ । ବରଗଡ଼ ସରକାରୀ ବସଷ୍ଟାଣ୍ଡରେ କ୍ୟାଣ୍ଡେଲ ଜଳାଇ ନୀରବ ପ୍ରାର୍ଥନା କରି
Read More...

ସୁନ୍ଦରଗଡ଼ ଜିଲ୍ଲା ବରକାନି ଗାଁରେ ୧୯ ଏପ୍ରିଲ ୨୦୨୫ ଘଟଣାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ହସ୍ତକ୍ଷେପ

ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣ ଠାରୁ ମାଗିଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବର ଆଧାରରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବରକାନି ଗାଁରେ ୧୯ ଏପ୍ରିଲ ୨୦୨୫ରେ
Read More...

ଏସ୍‌ବିଆଇ ଏଟିଏମ୍ କାଉଣ୍ଟରର ଏସି ଅଚଳ : ହିତାଧିକାରୀ ଅସନ୍ତୋଷ

ଚାଲୁନି ନା ବନ୍ଦ ପଡ଼ିଛି ଏସି ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକ ଏସ୍‌ବିଆଇ ଏଟିଏମ୍‌ରେ ୨ଟି ବ୍ରାଣ୍ଡେଡ୍ ଏସି ଲାଗିଛି । ହେଲେ ଉଭୟ ଏସି କାମ କରୁନାହିଁ । ଏହି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍ କାଉଣ୍ଟରରେ ଲାଗିଥିବା ୨ଟି ବ୍ରାଣ୍ଡେଡ୍ ଭୋଲଟାସ୍ ଏସି ଅଚଳ
Read More...

ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା : ମୃତକଙ୍କ ଉଦ୍ଦେଶ୍ୟରେ…

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ହିନ୍ଦୁଏକତା ମଞ୍ଚର ପ୍ରତିବାଦ ସଭା ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମ୍ମୁକାଶ୍ମୀରର ପେହେଲଗାମଠାରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କ ଏଭଳି ବର୍ବର ନରସଂହାରକୁ ବିଭିନ୍ନ ସଂଗଠନ
Read More...

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ମ୍ୟାଚରେ ଡି ଆର କେ କ୍ଲବ ମୟୁରଭଞ୍ଜ ୟୋଲ କ୍ଲବକୁ ୮୧ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଡି ଆର
Read More...

ବାରିପଦା ଠାରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ପୁରୀର ତାଳବଣିଆ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ
Read More...

ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ଆଜି କାଶ୍ମୀରର ପହଲଗାମଠାରେ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଆମର ଭାଇ ଭଉଣୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆମର ସମସ୍ତ ମେମ୍ବର
Read More...

ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ ଉଦ୍‌ଯାପିତ

ମନଷ୍ଟାର ଚମ୍ପିୟାନ ଓ ଡେଞ୍ଜର ଇଲେଭନ ରନର୍ସଅପ ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରର ଜେ ଏ ସ୍ପୋର୍ଟସ କ୍ଲବ୍ ତରଫରୁ ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ହମିରପୁର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ ଏହି କ୍ରିକେଟ୍ ପ୍ରତିଯୋଗିତା
Read More...

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଅନୁଷ୍ଠାନ ହେଉଛି ରାଉରକେଲାର ଏକ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ । ସହରର ଜଣେ ପ୍ରତିଷ୍ଠିତ ମହିୟସୀ ମହିଳା ସ୍ୱର୍ଗତା କୁମାରୀ ମାତଞ୍ଜଳୀ ଦେବୀଙ୍କ ସ୍ମୃତିରେ ଗଢି ଉଠିଥିବା ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ, ଧାର୍ମିକ ଓ
Read More...