Monthly Archives

April 2025

ଅବକାରୀ ବିଭାଗର ଚଢ଼ାଉ, ୪ କ୍ୱିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ କଣ୍ଟାବାଞ୍ଜି ଅବକାରୀ ବିଭାଗର ଚଢ଼ାଉ । ମହୁଲ ଫୁଲ ସହ ଜଣେ ଗିରଫ । ସୂଚନା ଅନୁସାରେ ତୁରେକେଲା ବ୍ଲକ ମହୁଲପାଟି ପଂଚାୟତ ଅନ୍ତର୍ଗତ ଗୋଇଣ୍ଡିମାଲ୍ ଗାଁରୁ ଲାଠୋରକୁ ବେଆଇନ ଭାବରେ ମହୁଲ ଫୁଲ ଚାଲାଣ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ
Read More...

ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ଜିଲ୍ଲାସ୍ତରୀୟ ୯୦ତମ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ମହାସମାରୋହର ସହିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ପାଳିତ ହୋଇଯାଇଛି । ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏକ ଅଭିନବ ଭାଷା ଆନ୍ଦୋଳନରୁ ପ୍ରସୂତ । ମହାନ ଐତିହ୍ୟ ଓ ସଂସ୍କୃତିର ଅଧିକାରୀ
Read More...

ଭଞ୍ଜନଗରଠାରେ ଉପଖଣ୍ଡସ୍ତରୀୟ ୯୦ତମ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ମହକୁମାରେ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ
Read More...

୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର : ବଡ଼ ଖବର, ବଡ଼ ସୂଚନା ୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା’ । ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା । ସତ୍ୟଭାମାପୁର କାର୍ଯ୍ୟକ୍ରମରେ
Read More...

୩୩ତମ ଏକଲବ୍ୟ ପୁରସ୍କାର ୨୦୨୫ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର : ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ’ ତରଫରୁ ସମ୍ମାନଜନକ ୩୩ତମ ‘ଏକଲବ୍ୟ ପୁରସ୍କାର ୨୦୨୫’ ଲାଗି ନାମାଙ୍କନ ଆହ୍ୱାନ କରାଯାଉଛି । ‘ଏକଲବ୍ୟ ପୁରସ୍କାର’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ
Read More...

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୁଧବାର ଅର୍ଥାତ୍ ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ମେ ୧୫ସୁଦ୍ଧା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ, ଏଥିପାଇଁ
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୬କୁ…

ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ଖସି ଆସିଛି, ଯାହା ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ମାଇଲଖୁଣ୍ଟମୋଦୀ ସରକାର ନକ୍ସଲବାଦ ବିରୋଧରେ କଠୋର ଆଭିମୁଖ୍ୟ ସହ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ ପାଇଁ ପ୍ରୟାସ କରୁଛନ୍ତି୨୦୨୬ ମାର୍ଚ୍ଚ ୩୧
Read More...

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ । କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ
Read More...

ଏପ୍ରିଲ ୨ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ପ୍ରତିବାଦ ସପ୍ତାହ ପାଳିତ

ଏପ୍ରିଲ୧ କଳା ଦିବସରେ କୋଶଲ ସଂଗ୍ରାମୀମାନଙ୍କ ବ୍ୟାପକ ଗିରଫଦାରୀ ଅଗଣତାନ୍ତ୍ରିକ ଅଟେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏପ୍ରିଲ ୧ ତାରିଖ । ରାଜ୍ୟ ସରକାର ଏ ବର୍ଷ ଏହି ଦିନଟିକୁ ଉତ୍କଳ ଦିବସ ପରିବର୍ତ୍ତେ ଓଡିଶା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ
Read More...

କଳାହାଣ୍ଡି କିସ୍‌ ବିଦ୍ୟାଳୟରେ ୯୦ତମ ଓଡିଶା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସାରା ରାଜ୍ୟରେ ଧୂମଧାମରେ "ଓଡ଼ିଶା ଦିବସ" ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି କିସ୍, ବାଦିଲି ପରିସରରେ ୯୦ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯାଇଛି । କିସ୍ ବିଦ୍ୟାଳୟର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ
Read More...