Daily Archives

ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧାପନ୍ତରିଆ : ଲୋକେ ହନ୍ତସନ୍ତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ସିଂଘାଣିମୁଣ୍ଡା ସରଗାଡ଼ ପୂର୍ତ୍ତ ରାସ୍ତାରୁ କୁଶଙ୍ଗ ଝାରମୁଣ୍ଡାକୁ ସଂଯୋଗ ପାଇଁ ବିର୍କେଲ ଗ୍ରାମ ଦେଇ ଏକ ଗ୍ରାମସଡ଼କ ଯୋଜନା ଆଜକୁ ପାଞ୍ଚ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡି
Read More...

ବ୍ଲକସ୍ତରୀୟ ପୋଷଣ ଦିବସ ପାଳନ ୮ ଜଣ ମହିଳାଙ୍କୁ ପୁରସ୍କୃତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପରିସରରେ ବ୍ଲକସ୍ତରୀୟ ପୋଷଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ସିଡିପିଓ ଗୋଲାପୀ ନାୟକଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ
Read More...

ଶ୍ରୀରାମ ଗାଁରେ ବସୁଧା ପ୍ରକଳ୍ପ ଥାଇ ମଧ୍ୟ ମିଳୁନି ପାଣି : ଚୁଆ ପାଣି ହିଁ ଭରସା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶ୍ରୀରାମ ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ପ୍ରକଳ୍ପ ଥାଇ ମଧ୍ୟ ମିଳୁନି
Read More...

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା : ବାପା ଘରୁ ବିଦାୟ ନେଲେ ମାଁ ସାଆନ୍ତାଣି

ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମାଁ ସାଆନ୍ତାଣି, ଭୋରୁ ଭୋରୁ ପହଞ୍ଚିଲେ ଶାଶୁ ଘରେ, ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡିଲେ ଶ୍ରଦ୍ଧାଳୁ । ୨୫ ଦିନ ଧରି ଚାଲିଥିଲା ମାଁଙ୍କ ଯାତ୍ରା। ମାଁଙ୍କ ବିଦାୟ ବେଳେ ଭାବ ବିହ୍ଵଳ
Read More...

ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପନିବନ୍ଧକ ସମବାୟ ସମିତି ସମୁହ, ବଲାଙ୍ଗିର ବିଭାଜନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଆନ୍ତଜାତୀୟ ସମବାୟ ବର୍ଷ ୨୦୨୫ ଅବସରରେ "ଓଡିଶା ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା "
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କସ୍ଥିତ ସଭା ଗୃହରେ ଋଣ ମେଳା ଓ ଆର୍ଥିକ ସାକ୍ଷାରତା ଶିବିର ଜିଲ୍ଲା ମୁଖ୍ୟ ସମବାୟ ଅଧିକାରୀ ଉମାଶଙ୍କର ଦାସ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବିନ୍ଦ୍ରନାଥ
Read More...

ଅଲେଖ ଚନ୍ଦ୍ର ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ବ୍ରାହ୍ମଣ ପଡା ନିବାସୀ ତଥା ଅବସର ପ୍ରାପ୍ତ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶଙ୍କ ୭୮ ବର୍ଷ ବୟସରେ ନିଜସ୍ୱ ପଦ୍ମପୁର ବାସ ଭବନରେ ପରଲୋକ ଘଟିଛି । ସେ ତାଙ୍କ ପଛରେ ସ୍ତ୍ରୀ ସନ୍ତୋଷିନୀ ପୁଅ ଅନନ୍ତ, ଅଜିତ ପୁତ୍ରବଧୁ ୨ଝିଅ
Read More...